କମିଲା କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର

The Sakala Picture
Published On

ନୂଆଦିଲ୍ଲୀ: ଘରୋଇ ଏଲପିଜି ପରେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି। ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି। ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି। କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ […]

ନୂଆଦିଲ୍ଲୀ: ଘରୋଇ ଏଲପିଜି ପରେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି। ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି। ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି। କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା। ଏବେ ଏହା ୧୪୮୨ ଟଙ୍କାକୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ୩ ଭଉଣୀଙ୍କ ଆତ୍ମହତ୍ୟା ପରେ ବାପାଙ୍କ ବଡ଼ ଖୁଲାସା: ‘ପ୍ରାଚୀ ଥିଲା ବସ୍’, କାନ୍ଥରେ ଲେଖାଥିଲା ‘ବ୍ରୋକନ୍ ହାର୍ଟ’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp