ବିବାହ ବନ୍ଧନରେ ବାନ୍ଧିହେଲେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ

The Sakala Picture
Published On

ପାଟଣା: ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ବିବାହ କରି ପାଟନା ଫେରିଛନ୍ତି ତେଜସ୍ୱୀ ଯାଦବ । ଏହି ଆୟୋଜନକୁ ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହୋଇଥିଲେ । କୋଭିଡ କଟକଣା ମାନି ଏହି ବିବାହ ଉତ୍ସବକୁ ପାଳନ କରାଯାଇଥିବା ବେଳେ ଏଥିରେ ସମୁଦାୟ ୫୦ ଜଣ ସାମିଲ ହୋଇଥିଲେ। ଅତିଥି ରୂପେ କେବଳ ସମାଜବାଦୀ ନେତା ଅଖିଳେଶ […]

ପାଟଣା: ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ବିବାହ କରି ପାଟନା ଫେରିଛନ୍ତି ତେଜସ୍ୱୀ ଯାଦବ । ଏହି ଆୟୋଜନକୁ ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହୋଇଥିଲେ । କୋଭିଡ କଟକଣା ମାନି ଏହି ବିବାହ ଉତ୍ସବକୁ ପାଳନ କରାଯାଇଥିବା ବେଳେ ଏଥିରେ ସମୁଦାୟ ୫୦ ଜଣ ସାମିଲ ହୋଇଥିଲେ। ଅତିଥି ରୂପେ କେବଳ ସମାଜବାଦୀ ନେତା ଅଖିଳେଶ ଯାଦବ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ

bihar-rjd-tejashwi-yadav

ଆହୁରି ପଢ଼ନ୍ତୁ: ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର: ମହିଳାଙ୍କୁ ୨୦୦୦ ଟଙ୍କା, ୩ଟି ମାଗଣା ଗ୍ୟାସ ସିଲିଣ୍ଡର ସହ ଅନେକ ବଡ଼ ଘୋଷଣା

ଦିଲ୍ଲୀରେ ତେଜସ୍ୱୀ ଓ ରାଜଶ୍ରୀଙ୍କ ହାତଗଣ୍ଠି ପଡ଼ିଥିବା ବେଳେ ବିହାରରେ ଏକ ଗ୍ରାଣ୍ଡ ରିସେପସନ ଆୟୋଜିତ ହେବ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ତେଜସ୍ୱୀ କହିଛନ୍ତି। ଏଥିନିମନ୍ତେ ସ୍ଥାନ ଚିହ୍ନଟ କରିବାକୁ ସମୟ ଲାଗୁଥିବା ସେ କହିଛନ୍ତି। କାରଣ ବହୁ ସଂଖ୍ୟାରେ ଆସିବାକୁ ଥିବା ଅତିଥିଙ୍କୁ ଉପଯୁକ୍ତ ଆଥିତେୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଏକ ବଡ଼ ଜାଗା ଦରକାର। ଲାଲୁଙ୍କୁ ଭଲ ପାଉଥିବା ଲକ୍ଷାଧୀକ ଲୋକ ବୋହୂକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

14 Dec 2021 By The Sakala

ବିବାହ ବନ୍ଧନରେ ବାନ୍ଧିହେଲେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ

ପାଟଣା: ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ବିବାହ କରି ପାଟନା ଫେରିଛନ୍ତି ତେଜସ୍ୱୀ ଯାଦବ । ଏହି ଆୟୋଜନକୁ ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହୋଇଥିଲେ । କୋଭିଡ କଟକଣା ମାନି ଏହି ବିବାହ ଉତ୍ସବକୁ ପାଳନ କରାଯାଇଥିବା ବେଳେ ଏଥିରେ ସମୁଦାୟ ୫୦ ଜଣ ସାମିଲ ହୋଇଥିଲେ। ଅତିଥି ରୂପେ କେବଳ ସମାଜବାଦୀ ନେତା ଅଖିଳେଶ ଯାଦବ ସାମିଲ ହୋଇଥିଲେ।

bihar-rjd-tejashwi-yadav

ଦିଲ୍ଲୀରେ ତେଜସ୍ୱୀ ଓ ରାଜଶ୍ରୀଙ୍କ ହାତଗଣ୍ଠି ପଡ଼ିଥିବା ବେଳେ ବିହାରରେ ଏକ ଗ୍ରାଣ୍ଡ ରିସେପସନ ଆୟୋଜିତ ହେବ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ତେଜସ୍ୱୀ କହିଛନ୍ତି। ଏଥିନିମନ୍ତେ ସ୍ଥାନ ଚିହ୍ନଟ କରିବାକୁ ସମୟ ଲାଗୁଥିବା ସେ କହିଛନ୍ତି। କାରଣ ବହୁ ସଂଖ୍ୟାରେ ଆସିବାକୁ ଥିବା ଅତିଥିଙ୍କୁ ଉପଯୁକ୍ତ ଆଥିତେୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଏକ ବଡ଼ ଜାଗା ଦରକାର। ଲାଲୁଙ୍କୁ ଭଲ ପାଉଥିବା ଲକ୍ଷାଧୀକ ଲୋକ ବୋହୂକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର