ଭାରତୀୟଙ୍କ ହାରାହାରି ବୟସ ୨ ବର୍ଷ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ବୟସ ୨ ବର୍ଷ ବୃଦ୍ଧି ପାଇଛି। ଏହା ବୃଦ୍ଧି ପାଇ ୬୯.୭ ହୋଇଯାଇଛି। ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସଆରଏସ) ର ୨୦୧୫-୧୯ ତଥ୍ୟରୁ ଏହା ଜଣାପଡିଛି। ତେବେ ବିଶ୍ୱର ହାରାହାରି ବୟସ (୭୨.୬ ବର୍ଷ) ତୁଳନାରେ ଭାରତ ପଛରେ ରହିଛି। ଭାରତୀୟଙ୍କ ଜୀବନ ସୀମା ୨ ବର୍ଷ ବଢ଼ିବାକୁ ୨ ବର୍ଷ ଲାଗିଛି। ୧୯୭୦-୭୫ରେ ଜନ୍ମ ସମୟରେ ଭାରତୀୟଙ୍କ ହାରାହାରି ବୟସ ୪୯.୭ ବର୍ଷ ଥିଲା। ରିପୋର୍ଟ ଅନୁଯାୟୀ ଜନ୍ମ ସମୟରେ ହାରାହାରି […]

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ବୟସ ୨ ବର୍ଷ ବୃଦ୍ଧି ପାଇଛି। ଏହା ବୃଦ୍ଧି ପାଇ ୬୯.୭ ହୋଇଯାଇଛି। ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସଆରଏସ) ର ୨୦୧୫-୧୯ ତଥ୍ୟରୁ ଏହା ଜଣାପଡିଛି। ତେବେ ବିଶ୍ୱର ହାରାହାରି ବୟସ (୭୨.୬ ବର୍ଷ) ତୁଳନାରେ ଭାରତ ପଛରେ ରହିଛି। ଭାରତୀୟଙ୍କ ଜୀବନ ସୀମା ୨ ବର୍ଷ ବଢ଼ିବାକୁ ୨ ବର୍ଷ ଲାଗିଛି। ୧୯୭୦-୭୫ରେ ଜନ୍ମ ସମୟରେ ଭାରତୀୟଙ୍କ ହାରାହାରି ବୟସ ୪୯.୭ ବର୍ଷ ଥିଲା। ରିପୋର୍ଟ ଅନୁଯାୟୀ ଜନ୍ମ ସମୟରେ ହାରାହାରି ବୟସ ଏବଂ ଏକ କିମ୍ବା ପାଞ୍ଚ ବର୍ଷର ହାରାହାରି ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ଆଗରେ ରହିଛି। ମଧ୍ୟପ୍ରଦେଶର ମୃତ୍ୟୁହାର (୪୩%) ସର୍ବାଧିକ ରହିଛି। ତେବେ ରାଜ୍ୟରେ ଜନ୍ମରୁ ପ୍ରଥମ ବର୍ଷ ମଧ୍ୟରେ ହାରହାରି ବୟସ ୨.୭ ବର୍ଷ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଏହା ୩.୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରାଜସ୍ଥାନ, ଶତିଶଗଡ଼, ଗୁଜରାଟ, ଆସାମ ଏବଂ ଓଡ଼ିଶା ସହିତ ଅନେକ ରାଜ୍ୟରେ ଜନ୍ମର ଏକ ବର୍ଷ ପର୍ଯ୍ୟନ୍ତ ଶିଶୁ ଜୀବନକାଳ ମଧ୍ୟରେ ସର୍ବାଧିକ ଅନ୍ତର ରହିଛି। ଦିଲ୍ଲୀରେ ହାରାହାରି ବୟସ (୭୫.୯) ସର୍ବାଧିକ ରହିଛି। ଏହା ପଛକୁ କେରଳ, ଜମ୍ମୁ-କାଶ୍ମୀର ଅଛନ୍ତି। ସେହିପରି ଓଡ଼ିଶାର ହାରାହାରି ଆୟୁ ୬୮.୫ରୁ ୭୧.୧କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

14 Jun 2022 By The Sakala

ଭାରତୀୟଙ୍କ ହାରାହାରି ବୟସ ୨ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ବୟସ ୨ ବର୍ଷ ବୃଦ୍ଧି ପାଇଛି। ଏହା ବୃଦ୍ଧି ପାଇ ୬୯.୭ ହୋଇଯାଇଛି। ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସଆରଏସ) ର ୨୦୧୫-୧୯ ତଥ୍ୟରୁ ଏହା ଜଣାପଡିଛି। ତେବେ ବିଶ୍ୱର ହାରାହାରି ବୟସ (୭୨.୬ ବର୍ଷ) ତୁଳନାରେ ଭାରତ ପଛରେ ରହିଛି। ଭାରତୀୟଙ୍କ ଜୀବନ ସୀମା ୨ ବର୍ଷ ବଢ଼ିବାକୁ ୨ ବର୍ଷ ଲାଗିଛି। ୧୯୭୦-୭୫ରେ ଜନ୍ମ ସମୟରେ ଭାରତୀୟଙ୍କ ହାରାହାରି ବୟସ ୪୯.୭ ବର୍ଷ ଥିଲା। ରିପୋର୍ଟ ଅନୁଯାୟୀ ଜନ୍ମ ସମୟରେ ହାରାହାରି ବୟସ ଏବଂ ଏକ କିମ୍ବା ପାଞ୍ଚ ବର୍ଷର ହାରାହାରି ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର କ୍ଷେତ୍ରରେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ଆଗରେ ରହିଛି। ମଧ୍ୟପ୍ରଦେଶର ମୃତ୍ୟୁହାର (୪୩%) ସର୍ବାଧିକ ରହିଛି। ତେବେ ରାଜ୍ୟରେ ଜନ୍ମରୁ ପ୍ରଥମ ବର୍ଷ ମଧ୍ୟରେ ହାରହାରି ବୟସ ୨.୭ ବର୍ଷ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଏହା ୩.୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ରାଜସ୍ଥାନ, ଶତିଶଗଡ଼, ଗୁଜରାଟ, ଆସାମ ଏବଂ ଓଡ଼ିଶା ସହିତ ଅନେକ ରାଜ୍ୟରେ ଜନ୍ମର ଏକ ବର୍ଷ ପର୍ଯ୍ୟନ୍ତ ଶିଶୁ ଜୀବନକାଳ ମଧ୍ୟରେ ସର୍ବାଧିକ ଅନ୍ତର ରହିଛି। ଦିଲ୍ଲୀରେ ହାରାହାରି ବୟସ (୭୫.୯) ସର୍ବାଧିକ ରହିଛି। ଏହା ପଛକୁ କେରଳ, ଜମ୍ମୁ-କାଶ୍ମୀର ଅଛନ୍ତି। ସେହିପରି ଓଡ଼ିଶାର ହାରାହାରି ଆୟୁ ୬୮.୫ରୁ ୭୧.୧କୁ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର