ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ: ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି

The Sakala Picture
Published On

କିଭ୍: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ୟୁକ୍ରେନର ବିଭିନ୍ନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ୧୫୦୦ […]

କିଭ୍: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ୟୁକ୍ରେନର ବିଭିନ୍ନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ କିବ୍‌ରୁ ପୋଲାଣ୍ଡ ସୀମାକୁ ଯାଉଥିବା ବେଳେ ଛାତ୍ରଙ୍କ ଦେହରେ ଗୁଳି ବାଜିଛି । ଆହତ ଛାତ୍ରଙ୍କୁ କିବ୍‌ ଫେରାଇ ନିଆଯାଇଛି । ରାଜଧାନୀ କିବର ଏକ ହସ୍ପିଟାଲରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ତେବେ ଆହତ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଆମେ ଅଧିକରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

04 Mar 2022 By The Sakala

ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ: ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି

କିଭ୍: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ୟୁକ୍ରେନର ବିଭିନ୍ନ ସହରରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଚଳାଉଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।

ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ କିବ୍‌ରୁ ପୋଲାଣ୍ଡ ସୀମାକୁ ଯାଉଥିବା ବେଳେ ଛାତ୍ରଙ୍କ ଦେହରେ ଗୁଳି ବାଜିଛି । ଆହତ ଛାତ୍ରଙ୍କୁ କିବ୍‌ ଫେରାଇ ନିଆଯାଇଛି । ରାଜଧାନୀ କିବର ଏକ ହସ୍ପିଟାଲରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ତେବେ ଆହତ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଆମେ ଅଧିକରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର