ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ

The Sakala Picture
Published On

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । […]

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

12 Feb 2022 By The Sakala

ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ।

ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର