ବଜେଟ ୨୦୨୨- ୨୩: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି। ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ: ପ୍ରତିରକ୍ଷା- […]

ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ:

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପ୍ରତିରକ୍ଷା- ୩,୮୫,୩୭୦ କୋଟି

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପେନସନ- ୨,୦୭,୧୩୨ କୋଟି

ପ୍ରମୁଖ ସବସିଡି- ୩,୧୭,୮୬୬ କୋଟି

କୃଷି ଓ ତା’ ସହିତ ଜଡ଼ିତ କାର୍ୟ୍ୟକ୍ରମ- ୧,୫୧,୫୨୧ କୋଟି

ବାଣିଜ୍ୟ ଓ ଶିଳ୍ପ- ୫୩,୧୧୬ କୋଟି

ଉତ୍ତର ପୂର୍ବର ରାଜ୍ୟର ବିକାଶ- ୨,୮୦୦ କୋଟି

ଶିକ୍ଷା- ୧,୦୪,୨୭୮ କୋଟି

ଶକ୍ତି: ୪୯,୨୨୦ କୋଟି

ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି

ଅର୍ଥ:୨୧,୩୫୪ କୋଟି

ସ୍ୱାସ୍ଥ୍ୟ: ୮୬,୬୦୬ କୋଟି

ସ୍ୱରାଷ୍ଟ୍ର ବ୍ୟାପାର: ୧,୨୭,୦୨୦

ସୁଧ: ୯,୪୦,୬୫୧ କୋଟି

ଆଇଟି ଓ ଟେଲିକମ: ୭୯,୮୮୭ କୋଟି

ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି

ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି

ବିଜ୍ଞାନଭିତ୍ତିକ ବିଭାଗ: ୩୦,୫୭୧ କୋଟି

ସାମାଜିକ କଲ୍ୟାଣ: ୫୧,୭୮୦ କୋଟି

ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି

ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି

ପରିବହନ: ୩,୫୧,୮୫୧ କୋଟି

କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି

ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି

ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା

01 Feb 2022 By The Sakala

ବଜେଟ ୨୦୨୨- ୨୩: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା

ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଆଗତ ହୋଇଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି । ତେବେ ଏହି ବଜେଟରେ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ ହୋଇଛି ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି।

ଜାଣନ୍ତୁ କେଉଁ ବିଭାଗକୁ କେତେ ପରିମାଣର ଅର୍ଥ ବ୍ୟୟବରାଦ:

ପ୍ରତିରକ୍ଷା- ୩,୮୫,୩୭୦ କୋଟି

ପେନସନ- ୨,୦୭,୧୩୨ କୋଟି

ପ୍ରମୁଖ ସବସିଡି- ୩,୧୭,୮୬୬ କୋଟି

କୃଷି ଓ ତା’ ସହିତ ଜଡ଼ିତ କାର୍ୟ୍ୟକ୍ରମ- ୧,୫୧,୫୨୧ କୋଟି

ବାଣିଜ୍ୟ ଓ ଶିଳ୍ପ- ୫୩,୧୧୬ କୋଟି

ଉତ୍ତର ପୂର୍ବର ରାଜ୍ୟର ବିକାଶ- ୨,୮୦୦ କୋଟି

ଶିକ୍ଷା- ୧,୦୪,୨୭୮ କୋଟି

ଶକ୍ତି: ୪୯,୨୨୦ କୋଟି

ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି

ଅର୍ଥ:୨୧,୩୫୪ କୋଟି

ସ୍ୱାସ୍ଥ୍ୟ: ୮୬,୬୦୬ କୋଟି

ସ୍ୱରାଷ୍ଟ୍ର ବ୍ୟାପାର: ୧,୨୭,୦୨୦

ସୁଧ: ୯,୪୦,୬୫୧ କୋଟି

ଆଇଟି ଓ ଟେଲିକମ: ୭୯,୮୮୭ କୋଟି

ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି

ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି

ବିଜ୍ଞାନଭିତ୍ତିକ ବିଭାଗ: ୩୦,୫୭୧ କୋଟି

ସାମାଜିକ କଲ୍ୟାଣ: ୫୧,୭୮୦ କୋଟି

ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି

ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି

ପରିବହନ: ୩,୫୧,୮୫୧ କୋଟି

କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି

ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି

ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା

https://www.thesakala.in/national-international/budget-2022-how-much-money-to-which-department/article-8910
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର