ବିମାନ ଉଡାଣ ପାଇଁ ବାଧକ ୫-ଜି ଟେକ୍ନୋଲୋଜି: ଆମେରିକାକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ ।  ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି। #FlyAI: Due to deployment of 5G communications in USA, our operations to USA from India stand curtailed/revised with change […]

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ ।  ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ସୁଚାନା ଅନୁଯାୟୀ, ଆମେରିକାରେ ୫-ଜି ଟେକ୍ନୋଲୋଜି ଲାଗୁ ହୋଇଛି ।  ଏହା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହଯାଉଛି । ଏହି ଟେକ୍ନୋଲୋଜି ପାଇଁ ବିମାନ ଗୁଡିକର ଅବତରଣ ସମୟରେ ଏହାର ଇଂଜିନ ଓ ବ୍ରେକିଙ୍ଗ ସିଷ୍ଟମରେ ସମସ୍ୟା ଦେଖାଦେଇପାରେ ବୋଲି ସୂଚନା ରହିଛି । ଏପରି ବିପଦକୁ ଏଡାଇବାକୁ ଏୟାର ଇଣ୍ଡିଆ ନିଜର ଏକାଧିକ ଉଡାଣକୁ ରଦ୍ଦ କରିଛି । ବିଶେଷ କରି ଆମେରିକାକୁ ସମସ୍ତ ଉଡାଣକୁ ବାତିଲ କରିଛି ଏୟାର ଇଣ୍ଡିଆ । ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

19 Jan 2022 By The Sakala

ବିମାନ ଉଡାଣ ପାଇଁ ବାଧକ ୫-ଜି ଟେକ୍ନୋଲୋଜି: ଆମେରିକାକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ ।  ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି।

ସୁଚାନା ଅନୁଯାୟୀ, ଆମେରିକାରେ ୫-ଜି ଟେକ୍ନୋଲୋଜି ଲାଗୁ ହୋଇଛି ।  ଏହା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହଯାଉଛି । ଏହି ଟେକ୍ନୋଲୋଜି ପାଇଁ ବିମାନ ଗୁଡିକର ଅବତରଣ ସମୟରେ ଏହାର ଇଂଜିନ ଓ ବ୍ରେକିଙ୍ଗ ସିଷ୍ଟମରେ ସମସ୍ୟା ଦେଖାଦେଇପାରେ ବୋଲି ସୂଚନା ରହିଛି । ଏପରି ବିପଦକୁ ଏଡାଇବାକୁ ଏୟାର ଇଣ୍ଡିଆ ନିଜର ଏକାଧିକ ଉଡାଣକୁ ରଦ୍ଦ କରିଛି । ବିଶେଷ କରି ଆମେରିକାକୁ ସମସ୍ତ ଉଡାଣକୁ ବାତିଲ କରିଛି ଏୟାର ଇଣ୍ଡିଆ । ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

https://www.thesakala.in/national-international/air-india-cancels-some-us-flights-in-chaos-over-5g-rollout/article-8571
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର