ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ

The Sakala Picture
Published On

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୁଲିସର କମିଶନର ପଦରେ ନିଯୁକ୍ତି ମିଳିଛି । ପରମବୀରଙ୍କୁ ମୁମ୍ବାଇ ପୁଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଦେଶମୁଖ ଟ୍ବିଟ କରି କହିଛନ୍ତି ଯେ, ଏହା ସରକାରଙ୍କ ବଡ଼ ନିଷ୍ପତ୍ତି । ହେମନ୍ତ ନଗରାଲେ […]

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୁଲିସର କମିଶନର ପଦରେ ନିଯୁକ୍ତି ମିଳିଛି । ପରମବୀରଙ୍କୁ ମୁମ୍ବାଇ ପୁଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶୋକାକୁଳ ପରିବେଶ: ଏକାଠି ଉଠିଲା ନୌସେନା ଯବାନ, ପତ୍ନୀ ଓ ୨ ଶିଶୁଙ୍କ କୋକେଇ

ଦେଶମୁଖ ଟ୍ବିଟ କରି କହିଛନ୍ତି ଯେ, ଏହା ସରକାରଙ୍କ ବଡ଼ ନିଷ୍ପତ୍ତି । ହେମନ୍ତ ନଗରାଲେ ମୁମ୍ବାଇର ନୂଆ ପୁଲିସ କମିଶନର ହେବେ । ସେହିପରି ରଜନୀଶ ସେଠଙ୍କୁ ମହାରାଷ୍ଟ୍ର ପୁଲିସ ଡିଜିପିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଆଣ୍ଟିଲିଆ ମାମଲାରେ ମୁମ୍ବାଇ ପୁଲିସ ଅଧିକାରୀ ସଚିନ ୱାଜେଙ୍କ ଗିରଫ ପରେ ପରମବୀର ସିଂହଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କୁ ପଦରୁ ହଟାଯିବା ନେଇ ମଧ୍ୟ  ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।

ଆହୁରି ପଢ଼ନ୍ତୁ: ଏୟାର ହୋଷ୍ଟେସରୁ ଡିଏସପି ହୋଇଥିବା ନେହା ପଚ୍ଚିସିଆଙ୍କ ନାମରେ ଏଫଆଇଆର, ଜମି କେଳେଙ୍କାରୀ ମାମଲାରେ ନିଲମ୍ବିତ

17 Mar 2021 By The Sakala

ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୁଲିସର କମିଶନର ପଦରେ ନିଯୁକ୍ତି ମିଳିଛି । ପରମବୀରଙ୍କୁ ମୁମ୍ବାଇ ପୁଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ଦେଶମୁଖ ଟ୍ବିଟ କରି କହିଛନ୍ତି ଯେ, ଏହା ସରକାରଙ୍କ ବଡ଼ ନିଷ୍ପତ୍ତି । ହେମନ୍ତ ନଗରାଲେ ମୁମ୍ବାଇର ନୂଆ ପୁଲିସ କମିଶନର ହେବେ । ସେହିପରି ରଜନୀଶ ସେଠଙ୍କୁ ମହାରାଷ୍ଟ୍ର ପୁଲିସ ଡିଜିପିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଆଣ୍ଟିଲିଆ ମାମଲାରେ ମୁମ୍ବାଇ ପୁଲିସ ଅଧିକାରୀ ସଚିନ ୱାଜେଙ୍କ ଗିରଫ ପରେ ପରମବୀର ସିଂହଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କୁ ପଦରୁ ହଟାଯିବା ନେଇ ମଧ୍ୟ  ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର