ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ: ଆଗରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ

The Sakala Picture
Published On

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ନଜର ରହିଥିଲା। ଏହି ଆସନରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଥିଲା। ହେଲେ ଭୋଟ ଗଣତି ଆରମ୍ଭ ହେବାପରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଆଗୁଆ ରହିଛନ୍ତି। ୧୮ ରାଉଣ୍ଡ ଗଣତି ସୁଦ୍ଧା ମମତା ୪୫ […]

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ନଜର ରହିଥିଲା। ଏହି ଆସନରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଥିଲା। ହେଲେ ଭୋଟ ଗଣତି ଆରମ୍ଭ ହେବାପରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଆଗୁଆ ରହିଛନ୍ତି। ୧୮ ରାଉଣ୍ଡ ଗଣତି ସୁଦ୍ଧା ମମତା ୪୫ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ଜାଙ୍ଗିପୁର ଆସନରେ ଟିଏମସି ପ୍ରାର୍ଥୀ ଜାକିର ହୁସେନ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି। ସେହିପରି ସମସେରଗଞ୍ଜ ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କଠାରୁ ଟିଏମସି ପ୍ରାର୍ଥୀ ଆଗରେ ରହିଛନ୍ତି। ତେବେ ଟିଏମ୍‌ସିର ବିଜୟ ଦିଜରେ ଏଭଳି ଗତିକୁ ନେଇ ମମତା ବାନାର୍ଜୀଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଟିଏମ୍‌ସିର ସମର୍ଥକ ବାଣ ଏବଂ ବାଜା ବଜାଇ ଖୁସିରେ ନାଚୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

03 Oct 2021 By The Sakala

ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ: ଆଗରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ନଜର ରହିଥିଲା। ଏହି ଆସନରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଥିଲା। ହେଲେ ଭୋଟ ଗଣତି ଆରମ୍ଭ ହେବାପରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଆଗୁଆ ରହିଛନ୍ତି। ୧୮ ରାଉଣ୍ଡ ଗଣତି ସୁଦ୍ଧା ମମତା ୪୫ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି ।

ଜାଙ୍ଗିପୁର ଆସନରେ ଟିଏମସି ପ୍ରାର୍ଥୀ ଜାକିର ହୁସେନ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି। ସେହିପରି ସମସେରଗଞ୍ଜ ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କଠାରୁ ଟିଏମସି ପ୍ରାର୍ଥୀ ଆଗରେ ରହିଛନ୍ତି। ତେବେ ଟିଏମ୍‌ସିର ବିଜୟ ଦିଜରେ ଏଭଳି ଗତିକୁ ନେଇ ମମତା ବାନାର୍ଜୀଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଟିଏମ୍‌ସିର ସମର୍ଥକ ବାଣ ଏବଂ ବାଜା ବଜାଇ ଖୁସିରେ ନାଚୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର