ହାତକୁ ଝଟକା: କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ

The Sakala Picture
Published On

କୋଲକାତା: କୋଲକାତାରେ କଂଗ୍ରେସକୁ ବହୁତ ବଡ ଝଟକା ଲାଗିଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ସୁସ୍ମିତା ଦେବ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁସ୍ମିତା ଟିଏମସିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓ’ବ୍ରାଏନ୍ ମଧ୍ୟ ଉପସ୍ଥିତ ଥିଲେ। ସୁସ୍ମିତା ଦେବ ମହିଳା କଂଗ୍ରେସର ଜାତୀୟ ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଥିଲେ। କଂଗ୍ରେସ ପାଇଁ ସୁସ୍ମିତା ଦେବଙ୍କ […]

କୋଲକାତା: କୋଲକାତାରେ କଂଗ୍ରେସକୁ ବହୁତ ବଡ ଝଟକା ଲାଗିଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ସୁସ୍ମିତା ଦେବ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁସ୍ମିତା ଟିଏମସିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ସାଂସଦ ଡେରେକ ଓ’ବ୍ରାଏନ୍ ମଧ୍ୟ ଉପସ୍ଥିତ ଥିଲେ। ସୁସ୍ମିତା ଦେବ ମହିଳା କଂଗ୍ରେସର ଜାତୀୟ ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଥିଲେ। କଂଗ୍ରେସ ପାଇଁ ସୁସ୍ମିତା ଦେବଙ୍କ ଇସ୍ତଫା ଏକ ବଡ଼ ଝଟକା ବୋଲି କୁହାଯାଉଛି। ସେ ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ 'ସ୍ପେସ୍ ଏକାଡେମୀ', ଯୁବପିଢ଼ିଙ୍କୁ ମିଳିବ ସ୍ୱତନ୍ତ୍ର ତାଲିମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର