ଏୟାର୍ ଇଣ୍ଡିଆର ୧୧ଟି ବିମାନ ବାତିଲ୍, ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାବରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍‌ ୧୧ଟି ବିମାନ ବାତିଲ କରିଛି ଏୟାର ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

AI 106- ନ୍ୟୁୟର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ ହୋଇଥିବାବେଳେ AI 2204- ଦୁବାଇ-ହାଇଦ୍ରାବାଦ, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ ହୋଇଛି। ସେହିପରି AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

AI 2822- ଚେନ୍ନାଇ-ମୁମ୍ବାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ। -AI 2444/2445- ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ କରାଯାଇଥିବାବେଳେ AI 2471/2472- ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ମଧ୍ୟ ବାତିଲ ହୋଇଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର