କର୍ଣ୍ଣାଟକର ନୂଆ ମୁଖ୍ଯମନ୍ତ୍ରୀ ହେଲେ ବାସବରାଜ ବୋମାଇ

The Sakala Picture
Published On

କର୍ଣ୍ଣାଟକ: କର୍ଣ୍ଣାଟକର ନୂଆ ମୁଖ୍ଯମନ୍ତ୍ରୀ ହେଲେ ବାସବରାଜ ବୋମାଇ । ବୋମାଇଙ୍କ ଉପରେ ଦଳର ହାଇକମାଣ୍ଡ ମୋହର ମାରିଛନ୍ତି। ସୂଚନା ଅନୁଯାୟୀ, କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବାସବରାଜ ବୋମାଇଙ୍କ ନାଁ ସୁପାରିସ କରିଥିଲେ। ପୂର୍ବରୁ ବାସବରାଜ ବୋମାଇ ଅନେକ ଜନକଲ୍ଯାଣ କାର୍ଯ୍ଯ କରି ଚର୍ଚ୍ଚିତ ଥିଲେ। ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହଥିଲେ। ୨୦୦୮ ମସିହାରେ ବାସବରାଜ ବୋମାଇ ବିଜେପିରେ ଯୋଗ ଦେଇଥିଲେ। ବାସବରାଜ ବୋମାଇ କର୍ଣ୍ଣଟାକର ଗୃହ ସହ ଜଳ ସମ୍ପଦ ବିଭାଗର […]

କର୍ଣ୍ଣାଟକ: କର୍ଣ୍ଣାଟକର ନୂଆ ମୁଖ୍ଯମନ୍ତ୍ରୀ ହେଲେ ବାସବରାଜ ବୋମାଇ । ବୋମାଇଙ୍କ ଉପରେ ଦଳର ହାଇକମାଣ୍ଡ ମୋହର ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ସୂଚନା ଅନୁଯାୟୀ, କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବାସବରାଜ ବୋମାଇଙ୍କ ନାଁ ସୁପାରିସ କରିଥିଲେ। ପୂର୍ବରୁ ବାସବରାଜ ବୋମାଇ ଅନେକ ଜନକଲ୍ଯାଣ କାର୍ଯ୍ଯ କରି ଚର୍ଚ୍ଚିତ ଥିଲେ। ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହଥିଲେ। ୨୦୦୮ ମସିହାରେ ବାସବରାଜ ବୋମାଇ ବିଜେପିରେ ଯୋଗ ଦେଇଥିଲେ। ବାସବରାଜ ବୋମାଇ କର୍ଣ୍ଣଟାକର ଗୃହ ସହ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବାଂଲାଦେଶର ମନା

ପୂର୍ବତ୍ତନ ମୁଖ୍ଯମନ୍ତ୍ରୀ ଏସ.ଆର ବୋମାଇଙ୍କ ପୁଅ ବାସବରାଜ ବୋମାଇ । ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବଳିଷ୍ଠ ରାଜନୀତିଜ୍ଞ । ଜାନୁଆରୀ ୧୯୬୦ରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ। ପୂର୍ବରୁ ସେ ଜଳସମ୍ପଦ ଓ ସମବାୟ ମନ୍ତ୍ରୀ ରହିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନସଭା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ସେହି ବର୍ଷ ସେ ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଆମେରିକାର ଆକ୍ରମଣ: ତୈଳ ଟ୍ୟାଙ୍କର ଏମଟି ସେଟ୍ଟେବେଲୋର ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ, ଆମେରିକୀୟ କୂଟନୀତିଜ୍ଞଙ୍କୁ ଡାକିଲା ଭାରତ

27 Jul 2021 By The Sakala

କର୍ଣ୍ଣାଟକର ନୂଆ ମୁଖ୍ଯମନ୍ତ୍ରୀ ହେଲେ ବାସବରାଜ ବୋମାଇ

କର୍ଣ୍ଣାଟକ: କର୍ଣ୍ଣାଟକର ନୂଆ ମୁଖ୍ଯମନ୍ତ୍ରୀ ହେଲେ ବାସବରାଜ ବୋମାଇ । ବୋମାଇଙ୍କ ଉପରେ ଦଳର ହାଇକମାଣ୍ଡ ମୋହର ମାରିଛନ୍ତି।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବାସବରାଜ ବୋମାଇଙ୍କ ନାଁ ସୁପାରିସ କରିଥିଲେ। ପୂର୍ବରୁ ବାସବରାଜ ବୋମାଇ ଅନେକ ଜନକଲ୍ଯାଣ କାର୍ଯ୍ଯ କରି ଚର୍ଚ୍ଚିତ ଥିଲେ। ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହଥିଲେ। ୨୦୦୮ ମସିହାରେ ବାସବରାଜ ବୋମାଇ ବିଜେପିରେ ଯୋଗ ଦେଇଥିଲେ। ବାସବରାଜ ବୋମାଇ କର୍ଣ୍ଣଟାକର ଗୃହ ସହ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ।

ପୂର୍ବତ୍ତନ ମୁଖ୍ଯମନ୍ତ୍ରୀ ଏସ.ଆର ବୋମାଇଙ୍କ ପୁଅ ବାସବରାଜ ବୋମାଇ । ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବଳିଷ୍ଠ ରାଜନୀତିଜ୍ଞ । ଜାନୁଆରୀ ୧୯୬୦ରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ। ପୂର୍ବରୁ ସେ ଜଳସମ୍ପଦ ଓ ସମବାୟ ମନ୍ତ୍ରୀ ରହିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନସଭା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ସେହି ବର୍ଷ ସେ ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର