ଅଗଷ୍ଟରେ ୩ରେ ହେବ NEET-PG ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ NEET PG ପ୍ରବେଶିକା ପରୀକ୍ଷା ୨୦୨୫ ର ତାରିଖ ପରିବର୍ତ୍ତନ କରିବାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେଶନ(NBE) କୁ ଅନୁମତି ଦେଇଛନ୍ତି। ପରୀକ୍ଷା ଜୁନ ୧୫ରେ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ NBE ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପରୀକ୍ଷାର ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ମେ ୩୦ ରେ ସୁପ୍ରିମକୋର୍ଟ NEET ପରୀକ୍ଷା ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ NBE ଏହି ଦାବି କରିଥିଲା। […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ NEET PG ପ୍ରବେଶିକା ପରୀକ୍ଷା ୨୦୨୫ ର ତାରିଖ ପରିବର୍ତ୍ତନ କରିବାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେଶନ(NBE) କୁ ଅନୁମତି ଦେଇଛନ୍ତି। ପରୀକ୍ଷା ଜୁନ ୧୫ରେ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ NBE ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପରୀକ୍ଷାର ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ମେ ୩୦ ରେ ସୁପ୍ରିମକୋର୍ଟ NEET ପରୀକ୍ଷା ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ NBE ଏହି ଦାବି କରିଥିଲା।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

NBE କହିଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବା ପାଇଁ ଦୁଇଗୁଣ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରିବାକୁ ପଡିବ, ତେଣୁ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ। ସୁପ୍ରିମକୋର୍ଟ ଅଗଷ୍ଟ ୩ରେ NBE କୁ NEET PG ପ୍ରବେଶିକା ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

06 Jun 2025 By The Sakala

ଅଗଷ୍ଟରେ ୩ରେ ହେବ NEET-PG ପରୀକ୍ଷା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ NEET PG ପ୍ରବେଶିକା ପରୀକ୍ଷା ୨୦୨୫ ର ତାରିଖ ପରିବର୍ତ୍ତନ କରିବାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେଶନ(NBE) କୁ ଅନୁମତି ଦେଇଛନ୍ତି। ପରୀକ୍ଷା ଜୁନ ୧୫ରେ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ NBE ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପରୀକ୍ଷାର ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ମେ ୩୦ ରେ ସୁପ୍ରିମକୋର୍ଟ NEET ପରୀକ୍ଷା ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ NBE ଏହି ଦାବି କରିଥିଲା।

NBE କହିଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବା ପାଇଁ ଦୁଇଗୁଣ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରିବାକୁ ପଡିବ, ତେଣୁ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ। ସୁପ୍ରିମକୋର୍ଟ ଅଗଷ୍ଟ ୩ରେ NBE କୁ NEET PG ପ୍ରବେଶିକା ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର