ସେଲିବ୍ରେସନ୍‌ ପଡ଼ିଲା ମହଙ୍ଗା; ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା, ୩ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଲୁହରେ ଭିଜିଲା ଆରସିବିର ବିଜୟ ଉତ୍ସବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବେଳେ ଦଳାଚକଟା କାରଣରୁ ୨୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ପାଖାପାଖି ୩ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ମଧ୍ୟ ଜଣାପଡିଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଉତ୍ସବ ପାଳନ ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଆରସିବି ଟିମ୍‌ ଏୟାରପୋର୍ଟରେ ପହଂଚିବା ପରେ ତାଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକ […]

ନୂଆଦିଲ୍ଲୀ: ଲୁହରେ ଭିଜିଲା ଆରସିବିର ବିଜୟ ଉତ୍ସବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବେଳେ ଦଳାଚକଟା କାରଣରୁ ୨୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ପାଖାପାଖି ୩ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ମଧ୍ୟ ଜଣାପଡିଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଉତ୍ସବ ପାଳନ ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଆରସିବି ଟିମ୍‌ ଏୟାରପୋର୍ଟରେ ପହଂଚିବା ପରେ ତାଙ୍କ ସ୍ୱାଗତ ପାଇଁ ହଜାର ହଜାର ଲୋକ ସେଠାରେ ଏକତ୍ର ହୋଇଥିଲେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଷ୍ଟାଡିୟମ ବାହାରେ ୫୦ହଜାରରୁ ଅଧିକ ଲୋକ ଏକତ୍ର ହୋଇଥିଲେ। ଦଳାଚକଟା କାରଣରୁ ଏତେବଡ ଅଘଟଣ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ରପୋର୍ଟ ଲେଖା ହେଲା ବେଳକୁ ୩ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ଏହି ସଂଖ୍ୟା ଆଗକୁ ବଢିପାରେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର