ସାଂସଦ ନ ହୋଇ ଦିଦି ସଂସଦୀୟ ଦଳ ନେତା

The Sakala Picture
Published On

ନୂଆଦିଲ୍ଲୀ : ସାଂସଦ ନ ହୋଇ ତୃଣମୂଳ କଂଗ୍ରେସ(ଟିଏମସି)ର ସଂସଦୀୟ ଦଳ ନେତା ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟିଏମସି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି। ଦଳର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାଇଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମମତା ଆସନ୍ତା ୨୫ ତାରିଖରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତ ପୂର୍ବରୁ ଦିଦି ସଂସଦୀୟ ଦଳର ନେତା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

24 Jul 2021 By The Sakala

ସାଂସଦ ନ ହୋଇ ଦିଦି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ : ସାଂସଦ ନ ହୋଇ ତୃଣମୂଳ କଂଗ୍ରେସ(ଟିଏମସି)ର ସଂସଦୀୟ ଦଳ ନେତା ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟିଏମସି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି। ଦଳର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାଇଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମମତା ଆସନ୍ତା ୨୫ ତାରିଖରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତ ପୂର୍ବରୁ ଦିଦି ସଂସଦୀୟ ଦଳର ନେତା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର