ଛତିଶଗଡର ବିଜାପୁରରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ନିହତ

The Sakala Picture
Published On

ଛତିଶଗଡ: ମାଓ ଦମନ ନେଇ ବଡ଼ ଅଭିଯାନ । ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ତେଲେଙ୍ଗାନା ସୁକୁମା ଓ ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ବଡଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ । ତେଲେଙ୍ଗାନା ସୁକୁମା ଓ ବିଜାପୁର ଜିଲ୍ଲା ସିମାନ୍ତରେ ହୋଇଛି ଏନକାଣ୍ଟର । ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସର୍ଚ୍ଚ ଅପରେସନ । ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି. । ଅଧିକ […]

ଛତିଶଗଡ: ମାଓ ଦମନ ନେଇ ବଡ଼ ଅଭିଯାନ । ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ତେଲେଙ୍ଗାନା ସୁକୁମା ଓ ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ବଡଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ । ତେଲେଙ୍ଗାନା ସୁକୁମା ଓ ବିଜାପୁର ଜିଲ୍ଲା ସିମାନ୍ତରେ ହୋଇଛି ଏନକାଣ୍ଟର । ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସର୍ଚ୍ଚ ଅପରେସନ । ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି. । ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରୁଛି ପୋଲିସ । STF, DRG, CRPF କୋବ୍ରା ଏବଂ ବସ୍ତର ଫାଇଟର ର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ବସ୍ତର IG ସୁନ୍ଦରରାଜ ପିଙ୍କ ନେତୃତ୍ୱରେ ମାଓ ଦମନ ଅପରେସନ ଚାଲିଛି ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

16 Jan 2025 By The Sakala

ଛତିଶଗଡର ବିଜାପୁରରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ନିହତ

ଛତିଶଗଡ: ମାଓ ଦମନ ନେଇ ବଡ଼ ଅଭିଯାନ । ଏନ୍‌କାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ତେଲେଙ୍ଗାନା ସୁକୁମା ଓ ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ବଡଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ । ତେଲେଙ୍ଗାନା ସୁକୁମା ଓ ବିଜାପୁର ଜିଲ୍ଲା ସିମାନ୍ତରେ ହୋଇଛି ଏନକାଣ୍ଟର । ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସର୍ଚ୍ଚ ଅପରେସନ । ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି. । ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରୁଛି ପୋଲିସ । STF, DRG, CRPF କୋବ୍ରା ଏବଂ ବସ୍ତର ଫାଇଟର ର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ବସ୍ତର IG ସୁନ୍ଦରରାଜ ପିଙ୍କ ନେତୃତ୍ୱରେ ମାଓ ଦମନ ଅପରେସନ ଚାଲିଛି ।

https://www.thesakala.in/national-international/12-naxals-killed-in-police-encounter-in-bijapur/article-38012
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର