ଫ୍ଲୋରିଡା ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ମିଲ୍‌ଟନ୍‌’; ୧୪ ମୃତ, ଅନ୍ଧାରରେ ୩୦ ଲକ୍ଷରୁ ଅଧିକ ଲୋକ

The Sakala Picture
Published On

ୱାଶିଂଟନ୍‌: ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମିଲଟନ’ ଗୁରୁବାର ଆମେରିକାର ଫ୍ଲୋରିଡା ଉପକୂଳ ଛୁଇଁଛି। ଶ୍ରେଣୀ-୫ ଅନ୍ତର୍ଭୁକ୍ତ ଏହି ଘୂର୍ଣ୍ଣିଝଡ଼ ଘଣ୍ଟା ପ୍ରତି ୩୦୦ କି.ମି ବେଗରେ ଫ୍ଲୋରିଡା ମୁହାଁ ହୋଇଥିଲା ବେଳେ ଏହା ସିଏଷ୍ଟା କି ସହର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଶ୍ରେଣୀ-୩ ଝଡ଼ରେ ପରିଣତ ହୋଇଥିଲା। ଏହାସତ୍ତ୍ବେ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ‘ମିଲଟନ’ ଫ୍ଲୋରିଡା ଉପକୂଳର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଥିଲା। […]

ୱାଶିଂଟନ୍‌: ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମିଲଟନ’ ଗୁରୁବାର ଆମେରିକାର ଫ୍ଲୋରିଡା ଉପକୂଳ ଛୁଇଁଛି। ଶ୍ରେଣୀ-୫ ଅନ୍ତର୍ଭୁକ୍ତ ଏହି ଘୂର୍ଣ୍ଣିଝଡ଼ ଘଣ୍ଟା ପ୍ରତି ୩୦୦ କି.ମି ବେଗରେ ଫ୍ଲୋରିଡା ମୁହାଁ ହୋଇଥିଲା ବେଳେ ଏହା ସିଏଷ୍ଟା କି ସହର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଶ୍ରେଣୀ-୩ ଝଡ଼ରେ ପରିଣତ ହୋଇଥିଲା। ଏହାସତ୍ତ୍ବେ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ‘ମିଲଟନ’ ଫ୍ଲୋରିଡା ଉପକୂଳର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଥିଲା। ମିଲଟନ ତାଣ୍ଡବ ଯୋଗୁ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୩୦୦ ଘର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ସେହିପରି ବିଭିନ୍ନ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଥିବା ବେଳେ ଫ୍ଲୋରିଡା ଉପକୂଳର ବିଭିନ୍ନ ସହରରେ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି। ସେହିପରି ମାତ୍ର ୩ ଘଣ୍ଟାରେ ୧୬ ଇଞ୍ଚର ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିକୁ ନେଇ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମିଲଟନ ସ୍ଥଳ ଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବା ପରେ ଏହା ଶ୍ରେଣୀ-୨ ଝଡ଼ରେ ପରିଣତ ହୋଇଛି ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

11 Oct 2024 By The Sakala

ଫ୍ଲୋରିଡା ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ମିଲ୍‌ଟନ୍‌’; ୧୪ ମୃତ, ଅନ୍ଧାରରେ ୩୦ ଲକ୍ଷରୁ ଅଧିକ ଲୋକ

ୱାଶିଂଟନ୍‌: ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମିଲଟନ’ ଗୁରୁବାର ଆମେରିକାର ଫ୍ଲୋରିଡା ଉପକୂଳ ଛୁଇଁଛି। ଶ୍ରେଣୀ-୫ ଅନ୍ତର୍ଭୁକ୍ତ ଏହି ଘୂର୍ଣ୍ଣିଝଡ଼ ଘଣ୍ଟା ପ୍ରତି ୩୦୦ କି.ମି ବେଗରେ ଫ୍ଲୋରିଡା ମୁହାଁ ହୋଇଥିଲା ବେଳେ ଏହା ସିଏଷ୍ଟା କି ସହର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଶ୍ରେଣୀ-୩ ଝଡ଼ରେ ପରିଣତ ହୋଇଥିଲା। ଏହାସତ୍ତ୍ବେ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ‘ମିଲଟନ’ ଫ୍ଲୋରିଡା ଉପକୂଳର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଥିଲା। ମିଲଟନ ତାଣ୍ଡବ ଯୋଗୁ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୩୦୦ ଘର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ସେହିପରି ବିଭିନ୍ନ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି।

ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଥିବା ବେଳେ ଫ୍ଲୋରିଡା ଉପକୂଳର ବିଭିନ୍ନ ସହରରେ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି। ସେହିପରି ମାତ୍ର ୩ ଘଣ୍ଟାରେ ୧୬ ଇଞ୍ଚର ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିକୁ ନେଇ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମିଲଟନ ସ୍ଥଳ ଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବା ପରେ ଏହା ଶ୍ରେଣୀ-୨ ଝଡ଼ରେ ପରିଣତ ହୋଇଛି ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର