ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଆଜି ସୁପ୍ରିମକୋର୍ଟ କେଜରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ତିହାର ଜେଲରୁ ବାହାରିଛନ୍ତି କେଜରିୱାଲ । ଜେଲ ବାହାରେ କେଜରିୱାଲଙ୍କୁ ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼ ଜମିିଥିଲା। ବାଜା, ବାଣ ନାଚଗୀତରେ କମ୍ପିଥିଲା ପରିସର । ପ୍ରାୟ ୬ ମାସ ପରେ ବାହାରିଲେ କେଜରିୱାଲ ।ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ  ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ମାମଲାରେ […]

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଆଜି ସୁପ୍ରିମକୋର୍ଟ କେଜରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ତିହାର ଜେଲରୁ ବାହାରିଛନ୍ତି କେଜରିୱାଲ । ଜେଲ ବାହାରେ କେଜରିୱାଲଙ୍କୁ ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼ ଜମିିଥିଲା। ବାଜା, ବାଣ ନାଚଗୀତରେ କମ୍ପିଥିଲା ପରିସର । ପ୍ରାୟ ୬ ମାସ ପରେ ବାହାରିଲେ କେଜରିୱାଲ ।ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ  ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ମାମଲାରେ ମିଳିଥିଲା ଜାମିନ । ୨୧ ମାର୍ଚ୍ଚରେ ଗିରଫ ହୋଇଥିଲେ କେଜରିୱାଲ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର