ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, 9/11 ଶୈଳୀରେ ଋଷର ସାରାତୋଭରେ ୩୮ ମହଲା କୋଠାରେ ଆକ୍ରମଣ

The Sakala Picture
Published On

କିଭ୍‌: କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଉପରେ ୟୁକ୍ରେନର ଜୋରଦାର ଡ୍ରୋନ ଆକ୍ରମଣ । 9/11 ଶୈଳୀରେ ଋଷର ସାରାତୋଭରେ ଥିବା ୩୮ ମହଲା କୋଠାରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର […]

କିଭ୍‌: କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଉପରେ ୟୁକ୍ରେନର ଜୋରଦାର ଡ୍ରୋନ ଆକ୍ରମଣ । 9/11 ଶୈଳୀରେ ଋଷର ସାରାତୋଭରେ ଥିବା ୩୮ ମହଲା କୋଠାରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର ଦୁଇଟି ପ୍ରମୁଖ ସହର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଜଣେ ମହିଳା ସମତେ ୨ ଜଣ ଆହତ ହୋଇଛନ୍ତି । ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ୟୁକ୍ରେନର ଆକ୍ରମଣ ପରେ ପ୍ରତିଶୋଧରେ କିଭ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଛି ଋଷ। ସୋମବାର ସକାଳେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ୟୁକ୍ରେନର ଅନେକ ସହରରେ ଏୟାର ରେଡ୍ ଏବଂ ମିସାଇଲ୍ ସାଇରନ୍ ଶବ୍ଦ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

26 Aug 2024 By The Sakala

ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, 9/11 ଶୈଳୀରେ ଋଷର ସାରାତୋଭରେ ୩୮ ମହଲା କୋଠାରେ ଆକ୍ରମଣ

କିଭ୍‌: କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଉପରେ ୟୁକ୍ରେନର ଜୋରଦାର ଡ୍ରୋନ ଆକ୍ରମଣ । 9/11 ଶୈଳୀରେ ଋଷର ସାରାତୋଭରେ ଥିବା ୩୮ ମହଲା କୋଠାରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୨୦ଟି ଡ୍ରୋନ୍ ମାଡରେ କୋଠା ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନର ଆକ୍ରମଣ ପରେ ଋଷର ଅନେକ ସହର ଅନ୍ଧାର ହୋଇଯାଇଛି। ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର ଦୁଇଟି ପ୍ରମୁଖ ସହର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଜଣେ ମହିଳା ସମତେ ୨ ଜଣ ଆହତ ହୋଇଛନ୍ତି । ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ୟୁକ୍ରେନର ଆକ୍ରମଣ ପରେ ପ୍ରତିଶୋଧରେ କିଭ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଛି ଋଷ। ସୋମବାର ସକାଳେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ୟୁକ୍ରେନର ଅନେକ ସହରରେ ଏୟାର ରେଡ୍ ଏବଂ ମିସାଇଲ୍ ସାଇରନ୍ ଶବ୍ଦ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

https://www.thesakala.in/national-international/russian-skyscraper-hit-by-ukrainian-drone-in-9-11-like-attack/article-34699
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର