୭ ବର୍ଷୀୟ ଶିଶୁର ମୋବାଇଲ ଗେମ୍‌ ମୋହ : ୧.୩୩ ଲକ୍ଷର ବିଲ୍‌, ବାପା ବିକିଲେ କାର୍

The Sakala Picture
Published On

ଲଣ୍ଡନ : ସାତ ବର୍ଷୀୟ ଶିଶୁର ଆଇଫୋନ ଗେମ ମୋହ ଯୋଗୁଁ ଡାକ୍ତର ପିତାଙ୍କୁ ପ୍ରାୟ ୧୩୦୦ ପାଉଣ୍ଡ ଦେବାକୁ ପଡିଛି। ଏହି ଗେମର ବିଲ୍ ପୈଠ କରିବା ପାଇଁ ଡାକ୍ତରଙ୍କ ପରିବାର ନିଜ କାରକୁ ବିକ୍ରି କାରିବାକୁ ବାଧ୍ୟ ହୋଇଛନ୍ତି। ବ୍ରିଟେନର ନର୍ଥ ୱାଲେସରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ଡାକ୍ତରଙ୍କ ୭ ବର୍ଷୀୟ ପୁଅ ଅସାଜ ଆଇଫୋନରେ ଘଣ୍ଟା ଘଣ୍ଟା ଧରି ‘ ଡ୍ରାଗନ୍ସ: ରାଇଜ ଅଫ ବର୍କ’ ଖେଳିଥାଏ। ଗେମରେ ଆଗେଇ […]

ଲଣ୍ଡନ : ସାତ ବର୍ଷୀୟ ଶିଶୁର ଆଇଫୋନ ଗେମ ମୋହ ଯୋଗୁଁ ଡାକ୍ତର ପିତାଙ୍କୁ ପ୍ରାୟ ୧୩୦୦ ପାଉଣ୍ଡ ଦେବାକୁ ପଡିଛି। ଏହି ଗେମର ବିଲ୍ ପୈଠ କରିବା ପାଇଁ ଡାକ୍ତରଙ୍କ ପରିବାର ନିଜ କାରକୁ ବିକ୍ରି କାରିବାକୁ ବାଧ୍ୟ ହୋଇଛନ୍ତି। ବ୍ରିଟେନର ନର୍ଥ ୱାଲେସରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ଡାକ୍ତରଙ୍କ ୭ ବର୍ଷୀୟ ପୁଅ ଅସାଜ ଆଇଫୋନରେ ଘଣ୍ଟା ଘଣ୍ଟା ଧରି ‘ ଡ୍ରାଗନ୍ସ: ରାଇଜ ଅଫ ବର୍କ’ ଖେଳିଥାଏ। ଗେମରେ ଆଗେଇ ଚାଲିବା ପାଇଁ ଅସାଜ ୧.୯୯ରୁ ୯୯.୯୯ ପାଉଣ୍ଡ ମଧ୍ୟରେ ଅନେକ ଆପ କ୍ରୟ କରିଥିଲା। ସେ ମୋଟ ୧୨୮୯.୭୯ ଡଲାର(ପ୍ରାୟ ୧.୩୩ ଲକ୍ଷ ଟଙ୍କା)ର ଆପ୍ କିଣିଥିଲେ। ତେବେ ଏହା ଜାଣିବା ପରେ ଅସାଜଙ୍କ ପିତା ମହମ୍ମଦ ମୁତାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ନେଇ ଅଭିଯୋଗ କରିବା ପରେ ଆପଲ ମାତ୍ର ୨୦୭ ପାଉଣ୍ଡ(ପ୍ରାୟ ୨୧ ହଜାର ଟଙ୍କା) ଫେରାଇଥିଲା। ଏହା ସତ୍ତ୍ବେ ଏତେ ଟଙ୍କା ପରିଶୋଧ କରିବା ପାଇଁ ସେ ନିଜ ଟୟୋଟା ଆଗୋ କାରକୁ ବିକ୍ରି କରିଥିଲେ। ଏବେ ସେ ଏହି ମାମଲାକୁ କୋର୍ଟକୁ ନେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

03 Jul 2021 By The Sakala

୭ ବର୍ଷୀୟ ଶିଶୁର ମୋବାଇଲ ଗେମ୍‌ ମୋହ : ୧.୩୩ ଲକ୍ଷର ବିଲ୍‌, ବାପା ବିକିଲେ କାର୍

ଲଣ୍ଡନ : ସାତ ବର୍ଷୀୟ ଶିଶୁର ଆଇଫୋନ ଗେମ ମୋହ ଯୋଗୁଁ ଡାକ୍ତର ପିତାଙ୍କୁ ପ୍ରାୟ ୧୩୦୦ ପାଉଣ୍ଡ ଦେବାକୁ ପଡିଛି। ଏହି ଗେମର ବିଲ୍ ପୈଠ କରିବା ପାଇଁ ଡାକ୍ତରଙ୍କ ପରିବାର ନିଜ କାରକୁ ବିକ୍ରି କାରିବାକୁ ବାଧ୍ୟ ହୋଇଛନ୍ତି। ବ୍ରିଟେନର ନର୍ଥ ୱାଲେସରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ ଡାକ୍ତରଙ୍କ ୭ ବର୍ଷୀୟ ପୁଅ ଅସାଜ ଆଇଫୋନରେ ଘଣ୍ଟା ଘଣ୍ଟା ଧରି ‘ ଡ୍ରାଗନ୍ସ: ରାଇଜ ଅଫ ବର୍କ’ ଖେଳିଥାଏ। ଗେମରେ ଆଗେଇ ଚାଲିବା ପାଇଁ ଅସାଜ ୧.୯୯ରୁ ୯୯.୯୯ ପାଉଣ୍ଡ ମଧ୍ୟରେ ଅନେକ ଆପ କ୍ରୟ କରିଥିଲା। ସେ ମୋଟ ୧୨୮୯.୭୯ ଡଲାର(ପ୍ରାୟ ୧.୩୩ ଲକ୍ଷ ଟଙ୍କା)ର ଆପ୍ କିଣିଥିଲେ। ତେବେ ଏହା ଜାଣିବା ପରେ ଅସାଜଙ୍କ ପିତା ମହମ୍ମଦ ମୁତାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ନେଇ ଅଭିଯୋଗ କରିବା ପରେ ଆପଲ ମାତ୍ର ୨୦୭ ପାଉଣ୍ଡ(ପ୍ରାୟ ୨୧ ହଜାର ଟଙ୍କା) ଫେରାଇଥିଲା। ଏହା ସତ୍ତ୍ବେ ଏତେ ଟଙ୍କା ପରିଶୋଧ କରିବା ପାଇଁ ସେ ନିଜ ଟୟୋଟା ଆଗୋ କାରକୁ ବିକ୍ରି କରିଥିଲେ। ଏବେ ସେ ଏହି ମାମଲାକୁ କୋର୍ଟକୁ ନେବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର