ମହାମାରୀ କରୋନାର ଦ୍ୱିତୀୟ ଲହରରେ ଯାଇଛି ୭୩୦ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୩୧ କୋଭିଡ୍ ଯୋଦ୍ଧା ମୃତ

The Sakala Picture
Published On

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି । ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୧୦୯ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି […]

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୧୦୯ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ୭୯, ଆନ୍ଧ୍ରପ୍ରଦେଶରେ ୩୮, ତେଲଙ୍ଗାନାରେ ୩୭, ଓଡ଼ିଶାରୁ ୩୧, ମହାରାଷ୍ଟ୍ରରେ ୨୩ ଓ ମଧ୍ୟପ୍ରଦେଶରେ ୧୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

କରୋନାର ଦ୍ୱିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁକି ନେଇ ରାହୁଲ ଗାନ୍ଧୀ ସମ୍ବେଦନା ବ୍ୟକ୍ତ କରିଛନ୍ତି । ଡାକ୍ତରଙ୍କୁ ସହିଦ ବିବେଚନା କରି ରାହୁଲ୍ କହିଛନ୍ତି, ଡାକ୍ତର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ହାରି ଯାଇ ନାହାଁନ୍ତି । ମୁଁ ମୃତ ଡାକ୍ତରଙ୍କ ଶୋକ ସନ୍ତପ୍ତ ପରିବାର ସହ ରହିଛି ।

16 Jun 2021 By The Sakala

ମହାମାରୀ କରୋନାର ଦ୍ୱିତୀୟ ଲହରରେ ଯାଇଛି ୭୩୦ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୩୧ କୋଭିଡ୍ ଯୋଦ୍ଧା ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।

ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୧୦୯ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ୭୯, ଆନ୍ଧ୍ରପ୍ରଦେଶରେ ୩୮, ତେଲଙ୍ଗାନାରେ ୩୭, ଓଡ଼ିଶାରୁ ୩୧, ମହାରାଷ୍ଟ୍ରରେ ୨୩ ଓ ମଧ୍ୟପ୍ରଦେଶରେ ୧୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

କରୋନାର ଦ୍ୱିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁକି ନେଇ ରାହୁଲ ଗାନ୍ଧୀ ସମ୍ବେଦନା ବ୍ୟକ୍ତ କରିଛନ୍ତି । ଡାକ୍ତରଙ୍କୁ ସହିଦ ବିବେଚନା କରି ରାହୁଲ୍ କହିଛନ୍ତି, ଡାକ୍ତର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ହାରି ଯାଇ ନାହାଁନ୍ତି । ମୁଁ ମୃତ ଡାକ୍ତରଙ୍କ ଶୋକ ସନ୍ତପ୍ତ ପରିବାର ସହ ରହିଛି ।

https://www.thesakala.in/national-international/730-doctors-have-died-during-corona-second-wave-ima/article-3003
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର