ଟ୍ବିଟରକୁ ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟ୍ୱିଟ ଡିଲିଟ୍ କରିବା, ନାଇଜେରିଆରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ବିଟର

The Sakala Picture
Published On

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଟ୍ୱିଟରକୁ ସ୍ଥଗିତ ରଖିବା […]

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଟ୍ୱିଟରକୁ ସ୍ଥଗିତ ରଖିବା ନେଇ ନାଇଜେରିଆ ଟେଲିକମ୍ ଅପରେଟର ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

07 Jun 2021 By The Sakala

ଟ୍ବିଟରକୁ ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟ୍ୱିଟ ଡିଲିଟ୍ କରିବା, ନାଇଜେରିଆରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ବିଟର

ନୂଆଦିଳ୍ଲୀ: ନାଇଜେରିଆରେ ବ୍ୟାନ୍‌ ହେଲା ଟ୍ୱିଟର। ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ଆମେରିକାର ନିୟମ ଉଲ୍ଲଂଘନ କରି ନାଇଜେରିଆ ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ଡିଲିଟ କରିବା ପରେ ଦେଶ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ତର୍ଜାତୀୟ ମାନବ ଅଧିକାର ଗୋଷ୍ଠୀ ମଧ୍ୟ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଟ୍ୱିଟରକୁ ସ୍ଥଗିତ ରଖିବା ନେଇ ନାଇଜେରିଆ ଟେଲିକମ୍ ଅପରେଟର ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର