ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି । ସୂଚନା ଅନୁଯାୟୀ, ସୋମବାର ୪.୬ ମିନିଟ୍‌ ସମୟରେ ନେପାଳରେ ୫.୬ ତୀବ୍ରତା ଭୂମିକମ୍ପ ଆସିଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ କୁହାଯାଉଛି। ଏହାର […]

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସୂଚନା ଅନୁଯାୟୀ, ସୋମବାର ୪.୬ ମିନିଟ୍‌ ସମୟରେ ନେପାଳରେ ୫.୬ ତୀବ୍ରତା ଭୂମିକମ୍ପ ଆସିଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ କୁହାଯାଉଛି। ଏହାର ଗଭୀରତା ଭୂପୃଷ୍ଠରୁ ୧୦ କିମି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ୧୧ଟାରେ ୬.୪ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହାର ଝଟକା ଦିଲ୍ଲୀରେ ଲାଗିଥିଲା । ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତା ଭୂମିକମ୍ପ ଆସିବା ପରେ ୧୫୭ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆଜି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁଶୁଡି ପଡିଥିବା ବିଲିଡିଂ ତଳେ ଲୋକ ଦବିଥିବା ସୂଚନା ମିଳିଛି

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର