ଅର୍ଥନୀତିରେ କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ନୋବେଲ ପ୍ରାଇଜ, ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି

The Sakala Picture
Published On

ନୂଆଦିଲ୍ଲୀ : କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ମିଳିଛି ନୋବେଲ ପ୍ରାଇଜ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯିବ। ଅର୍ଥନୀତିରେ ନୋବେଲ ପାଇବାରେ କ୍ଲାଉଡିଆ ହେଉଛନ୍ତି ତୃତୀୟ ମହିଳା। ୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ମହିଳାଙ୍କ ରୋଜଗାର ପ୍ରସଙ୍ଗରେ କରିଛନ୍ତି ଗବେଷଣା। ଶତାବ୍ଦୀ ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାରରେ ଅଂଶଗ୍ରହଣର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ କ୍ଲାଉଡିଆ […]

ନୂଆଦିଲ୍ଲୀ : କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ମିଳିଛି ନୋବେଲ ପ୍ରାଇଜ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯିବ। ଅର୍ଥନୀତିରେ ନୋବେଲ ପାଇବାରେ କ୍ଲାଉଡିଆ ହେଉଛନ୍ତି ତୃତୀୟ ମହିଳା।

ଆହୁରି ପଢ଼ନ୍ତୁ: ନାଗପୁରରେ ୧୩ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ: ସ୍କୁଲ ଗେଟରୁ ଉଠାଇ ହୋଟେଲରେ କରୁଥିଲା ଯୌନ ନିର୍ଯାତନା, ଅଭିଯୁକ୍ତ ଗିରଫ

୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ମହିଳାଙ୍କ ରୋଜଗାର ପ୍ରସଙ୍ଗରେ କରିଛନ୍ତି ଗବେଷଣା। ଶତାବ୍ଦୀ ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାରରେ ଅଂଶଗ୍ରହଣର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ କ୍ଲାଉଡିଆ ଗୋଲ୍ଡିନ୍ କାର୍ଯ୍ୟ କରିଛନ୍ତି । ତାଙ୍କ ଅନୁସନ୍ଧାନ ଶ୍ରମ ବଜାରରେ ପରିବର୍ତ୍ତନ କାରଣ ଏବଂ ଅବଶିଷ୍ଟ ଲିଙ୍ଗଗତ ବ୍ୟବଧାନର ମୁଖ୍ୟ ଉତ୍ସଗୁଡିକ ପ୍ରକାଶ କରିଥିଲା। କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ ବଜାରରେ ଶ୍ରମ ବଜାରରେ ମହିଳାମାନେ ବହୁ କମ୍‌ ପରିମାଣରେ କାମ କରିବାର ସୁଯୋଗ ପାଆନ୍ତି, ଯେତେବେଳେ ସେମାନେ କାମ କରନ୍ତି ସେମାନେ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଗୋଲ୍ଡିନ୍ ତାଙ୍କ ଅନୁସନ୍ଧାନରେ ୨୦୦ ବର୍ଷ ତଳୁ କିପରି ଶ୍ରମ ବଜାରରେ ମହିଳାମାନଙ୍କ ଅଂଶଗ୍ରହଣ ରହିଥିଲା ଏବଂ କିପରି ରୋଜଗାର ହାରରେ ଲିଙ୍ଗଗତ ବ୍ୟବଧାନ ଆସିଲା, କାହିଁକି ଆସିଲା ତାହା ଉପସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

09 Oct 2023 By The Sakala

ଅର୍ଥନୀତିରେ କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ନୋବେଲ ପ୍ରାଇଜ, ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି

ନୂଆଦିଲ୍ଲୀ : କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ମିଳିଛି ନୋବେଲ ପ୍ରାଇଜ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯିବ। ଅର୍ଥନୀତିରେ ନୋବେଲ ପାଇବାରେ କ୍ଲାଉଡିଆ ହେଉଛନ୍ତି ତୃତୀୟ ମହିଳା।

୭୭ ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ମହିଳାଙ୍କ ରୋଜଗାର ପ୍ରସଙ୍ଗରେ କରିଛନ୍ତି ଗବେଷଣା। ଶତାବ୍ଦୀ ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାରରେ ଅଂଶଗ୍ରହଣର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ କ୍ଲାଉଡିଆ ଗୋଲ୍ଡିନ୍ କାର୍ଯ୍ୟ କରିଛନ୍ତି । ତାଙ୍କ ଅନୁସନ୍ଧାନ ଶ୍ରମ ବଜାରରେ ପରିବର୍ତ୍ତନ କାରଣ ଏବଂ ଅବଶିଷ୍ଟ ଲିଙ୍ଗଗତ ବ୍ୟବଧାନର ମୁଖ୍ୟ ଉତ୍ସଗୁଡିକ ପ୍ରକାଶ କରିଥିଲା। କ୍ଲାଉଡ଼ିଆ ଗୋଲ୍ଡିନ୍‌ଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ ବଜାରରେ ଶ୍ରମ ବଜାରରେ ମହିଳାମାନେ ବହୁ କମ୍‌ ପରିମାଣରେ କାମ କରିବାର ସୁଯୋଗ ପାଆନ୍ତି, ଯେତେବେଳେ ସେମାନେ କାମ କରନ୍ତି ସେମାନେ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଗୋଲ୍ଡିନ୍ ତାଙ୍କ ଅନୁସନ୍ଧାନରେ ୨୦୦ ବର୍ଷ ତଳୁ କିପରି ଶ୍ରମ ବଜାରରେ ମହିଳାମାନଙ୍କ ଅଂଶଗ୍ରହଣ ରହିଥିଲା ଏବଂ କିପରି ରୋଜଗାର ହାରରେ ଲିଙ୍ଗଗତ ବ୍ୟବଧାନ ଆସିଲା, କାହିଁକି ଆସିଲା ତାହା ଉପସ୍ଥାପନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର