ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ କରୋନାର ତୃତୀୟ ଲହର – SBI ରିପୋର୍ଟ କଲା ସତର୍କ

The Sakala Picture
Published On

କରୋନାର ଦ୍ଵିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ଚିନ୍ତା ବଢାଇଲାଣି ତୃତୀୟ ଲହର । ଏ ନେଇ ସତର୍କ ରିପୋର୍ଟ ଦେଇଛି ଏସବିଆଇ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । ରିପୋର୍ଟରେ ତୃତୀୟ ପ୍ରବାହ ୯୮ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଇଛି । ଅନ୍ତର୍ଜାତୀୟ ସ୍ତରରେ ଆସିଥିବା ତୃତୀୟ ପ୍ରବାହ ଧାରାରୁ ଏହି ଅନୁମାନ କରିଛି ଏସବିଆଇ । ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ […]

କରୋନାର ଦ୍ଵିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ଚିନ୍ତା ବଢାଇଲାଣି ତୃତୀୟ ଲହର । ଏ ନେଇ ସତର୍କ ରିପୋର୍ଟ ଦେଇଛି ଏସବିଆଇ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । ରିପୋର୍ଟରେ ତୃତୀୟ ପ୍ରବାହ ୯୮ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି

ଅନ୍ତର୍ଜାତୀୟ ସ୍ତରରେ ଆସିଥିବା ତୃତୀୟ ପ୍ରବାହ ଧାରାରୁ ଏହି ଅନୁମାନ କରିଛି ଏସବିଆଇ । ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ପ୍ରବାହ ଦ୍ୱିତୀୟ ପ୍ରବାହଠାରୁ ଅଧିକ ଅଲଗା ହେବନାହିଁ । ତେବେ ପୂର୍ବ ପ୍ରସ୍ତୁତି ଯଦି ଠିକ୍ ରୁହେ ତାହେଲେ ମୃତ୍ୟୁ ସଂଖ୍ୟା କମ ହେବ । ରିପୋର୍ଟରେ କୁହାଯାଇଛି ଯେ,ବିଶ୍ୱର ପ୍ରମ୍ମୁଖ ରାଷ୍ଟ୍ରରେ ଆସିଥିବା କରୋନାର ତୃତୀୟ ପ୍ରବାହ ୯୮ ରହିଥିଲା । ଅନ୍ୟପକ୍ଷରେ ଦ୍ୱିତୀୟ ପ୍ରବାହ ୧୦୮ ଦିନ ଧରି ଲାଗି ରହିଥିଲା । ଦ୍ୱିତୀୟ ପ୍ରବାହରୁ ଶିକ୍ଷା ଲାଭ କରିଥିବା ରାଜ୍ୟ ଓ କେନ୍ଦ୍ର ସରକାର ତୃତୀୟ ପ୍ରବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ତୃତୀୟ ଲହରରେ କରୋନାଜନିତ ମୃତ୍ୟୁ ୫ ପ୍ରତିଶତ ହ୍ରାସ ପାଇପାରେ ବୋଲି କହିଛି ଏସବିଆଇ ଇକୋରାପ୍ ରିପୋର୍ଟ । ଏପଟେ ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଦେଶରେ ଦିନକୁ ୧ କୋଟି ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହର ମୁକାବିଲା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଉପରେ ନିର୍ଭର କରୁଛି ତୃତୀୟ ଲହରକୁ କିପରି ନିୟନ୍ତ୍ରଣ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ସୂଚନାଯୋଗ୍ୟ ଯେ, ଭାରତରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦ୍ୱିତୀୟ ପ୍ରବାହରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷ ୧୪ ହଜାରରେ ପହଂଚିଥିଲା । କେବଳ ମେ ’ ମାସରେ କରୋନାର ୯୦ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ମଧ୍ୟ ବିଶ୍ୱରେ ସର୍ବାଧିକ ଥିଲା । ବିଶ୍ୱର କୌଣସି ଦେଶରେ ଆଜି ପର୍ଯ୍ୟନ୍ତ ଗୋଟିଏ ମାସରେ ଏତେ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନଥିଲା ।

02 Jun 2021 By The Sakala

ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ କରୋନାର ତୃତୀୟ ଲହର – SBI ରିପୋର୍ଟ କଲା ସତର୍କ

କରୋନାର ଦ୍ଵିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ଚିନ୍ତା ବଢାଇଲାଣି ତୃତୀୟ ଲହର । ଏ ନେଇ ସତର୍କ ରିପୋର୍ଟ ଦେଇଛି ଏସବିଆଇ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । ରିପୋର୍ଟରେ ତୃତୀୟ ପ୍ରବାହ ୯୮ ଦିନ ଧରି ଲାଗି ରହିବ ବୋଲି ଅନୁମାନ କରାଯାଇଛି ।

ଅନ୍ତର୍ଜାତୀୟ ସ୍ତରରେ ଆସିଥିବା ତୃତୀୟ ପ୍ରବାହ ଧାରାରୁ ଏହି ଅନୁମାନ କରିଛି ଏସବିଆଇ । ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ପ୍ରବାହ ଦ୍ୱିତୀୟ ପ୍ରବାହଠାରୁ ଅଧିକ ଅଲଗା ହେବନାହିଁ । ତେବେ ପୂର୍ବ ପ୍ରସ୍ତୁତି ଯଦି ଠିକ୍ ରୁହେ ତାହେଲେ ମୃତ୍ୟୁ ସଂଖ୍ୟା କମ ହେବ । ରିପୋର୍ଟରେ କୁହାଯାଇଛି ଯେ,ବିଶ୍ୱର ପ୍ରମ୍ମୁଖ ରାଷ୍ଟ୍ରରେ ଆସିଥିବା କରୋନାର ତୃତୀୟ ପ୍ରବାହ ୯୮ ରହିଥିଲା । ଅନ୍ୟପକ୍ଷରେ ଦ୍ୱିତୀୟ ପ୍ରବାହ ୧୦୮ ଦିନ ଧରି ଲାଗି ରହିଥିଲା । ଦ୍ୱିତୀୟ ପ୍ରବାହରୁ ଶିକ୍ଷା ଲାଭ କରିଥିବା ରାଜ୍ୟ ଓ କେନ୍ଦ୍ର ସରକାର ତୃତୀୟ ପ୍ରବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ତୃତୀୟ ଲହରରେ କରୋନାଜନିତ ମୃତ୍ୟୁ ୫ ପ୍ରତିଶତ ହ୍ରାସ ପାଇପାରେ ବୋଲି କହିଛି ଏସବିଆଇ ଇକୋରାପ୍ ରିପୋର୍ଟ । ଏପଟେ ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଦେଶରେ ଦିନକୁ ୧ କୋଟି ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହର ମୁକାବିଲା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଉପରେ ନିର୍ଭର କରୁଛି ତୃତୀୟ ଲହରକୁ କିପରି ନିୟନ୍ତ୍ରଣ କରାଯାଇପାରିବ ।

ସୂଚନାଯୋଗ୍ୟ ଯେ, ଭାରତରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦ୍ୱିତୀୟ ପ୍ରବାହରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷ ୧୪ ହଜାରରେ ପହଂଚିଥିଲା । କେବଳ ମେ ’ ମାସରେ କରୋନାର ୯୦ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହା ମଧ୍ୟ ବିଶ୍ୱରେ ସର୍ବାଧିକ ଥିଲା । ବିଶ୍ୱର କୌଣସି ଦେଶରେ ଆଜି ପର୍ଯ୍ୟନ୍ତ ଗୋଟିଏ ମାସରେ ଏତେ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର