ଏଥର ଆମେଥିରୁ ନିର୍ବାଚନ ଲଢିବେ ରାହୁଲ୍ ଗାନ୍ଧୀ !

The Sakala Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ଖୁଲାସା କରିଛନ୍ତି। ଦାୟିତ୍ବ ମିଳିବା ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ଅଜୟ ରାୟ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଅମେଠିରୁ ନିଶ୍ଚିତ ଲଢିବେ ରାହୁଲ । ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ । ସେ କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀଙ୍କ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ଖୁଲାସା କରିଛନ୍ତି। ଦାୟିତ୍ବ ମିଳିବା ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ଅଜୟ ରାୟ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଅମେଠିରୁ ନିଶ୍ଚିତ ଲଢିବେ ରାହୁଲ । ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ସେ କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀଙ୍କ ସିପାହୀ ଓ କାର୍ଯ୍ୟକର୍ତ୍ତା । ଯିଏ କି ସମ୍ପୂର୍ଣ୍ଣ ବଳ ଲଗାଇ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲଢେଇ କରିଛି । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ଏହି ପ୍ରଦେଶରେ ସବୁଠାରୁ ବଡ ପ୍ରସଙ୍ଗ ଏବେ ବେରୋଜଗାରୀ, ମହଙ୍ଗା ପାଲଟିଛି। ED ଓ CBI ଭୟ ଦେଖାଇ ଏଠାରେ ଶାସନ ଚାଲିଛି । ଅନ୍ୟପଟେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛନ୍ତି  ।ଅମେଥିରୁ ନିର୍ବାଚନ ଲଢିଲେ ରାହୁଲ ନିଶ୍ଚିତ ରୂପେ ଜିତିବେ ବୋଲି ଦାବି କରିଛନ୍ତି ନବନିଯୁକ୍ତ ଅଧ୍ୟକ୍ଷ ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

18 Aug 2023 By The Sakala

ଏଥର ଆମେଥିରୁ ନିର୍ବାଚନ ଲଢିବେ ରାହୁଲ୍ ଗାନ୍ଧୀ !

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ଖୁଲାସା କରିଛନ୍ତି। ଦାୟିତ୍ବ ମିଳିବା ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ଅଜୟ ରାୟ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଅମେଠିରୁ ନିଶ୍ଚିତ ଲଢିବେ ରାହୁଲ । ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ ।

ସେ କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀଙ୍କ ସିପାହୀ ଓ କାର୍ଯ୍ୟକର୍ତ୍ତା । ଯିଏ କି ସମ୍ପୂର୍ଣ୍ଣ ବଳ ଲଗାଇ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲଢେଇ କରିଛି । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ଏହି ପ୍ରଦେଶରେ ସବୁଠାରୁ ବଡ ପ୍ରସଙ୍ଗ ଏବେ ବେରୋଜଗାରୀ, ମହଙ୍ଗା ପାଲଟିଛି। ED ଓ CBI ଭୟ ଦେଖାଇ ଏଠାରେ ଶାସନ ଚାଲିଛି । ଅନ୍ୟପଟେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛନ୍ତି  ।ଅମେଥିରୁ ନିର୍ବାଚନ ଲଢିଲେ ରାହୁଲ ନିଶ୍ଚିତ ରୂପେ ଜିତିବେ ବୋଲି ଦାବି କରିଛନ୍ତି ନବନିଯୁକ୍ତ ଅଧ୍ୟକ୍ଷ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର