ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

The Sakala Picture
Published On

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ଆରବ ସାଗରରେ ହୋଇଛି ବ୍ରହ୍ମୋସର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ପକ୍ଷରୁ ହୋଇଛି ଏହି ପରୀକ୍ଷା। ଡିଆରଡିଓ ଏହି ମିସାଇଲର ଡିଜାଇନ କରିଥିଲା। କ୍ଷେପଣାସ୍ତ୍ରରେ ରହିଛି ସ୍ବଦେଶୀ ସିକର୍ ଓ ବୁଷ୍ଟର। ଆତ୍ମନିର୍ଭର ଭାରତକୁ ମଜବୁତ କରିବା ଦିଗରେ ଏହା ଆଉ ଏକ ଉପଲବ୍ଧି। ଏହି କ୍ଷେପଣାସ୍ତ୍ର ପରୀକ୍ଷା କୋଲକାତା ଶ୍ରେଣୀର ଗାଇଡେଡ ମିସାଇଲ୍ ଡେଷ୍ଟ୍ରୋୟର ଯୁଦ୍ଧ ଜାହାଜରୁ କରାଯାଇଥିଲା। ଏରୋସ୍ପେସ କ୍ରମାଗତ ଭାବେ କ୍ଷେପଣାସ୍ତ୍ରରେ ସ୍ୱଦେଶୀ ସାମଗ୍ରୀ […]

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ଆରବ ସାଗରରେ ହୋଇଛି ବ୍ରହ୍ମୋସର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ପକ୍ଷରୁ ହୋଇଛି ଏହି ପରୀକ୍ଷା। ଡିଆରଡିଓ ଏହି ମିସାଇଲର ଡିଜାଇନ କରିଥିଲା। କ୍ଷେପଣାସ୍ତ୍ରରେ ରହିଛି ସ୍ବଦେଶୀ ସିକର୍ ଓ ବୁଷ୍ଟର। ଆତ୍ମନିର୍ଭର ଭାରତକୁ ମଜବୁତ କରିବା ଦିଗରେ ଏହା ଆଉ ଏକ ଉପଲବ୍ଧି। ଏହି କ୍ଷେପଣାସ୍ତ୍ର ପରୀକ୍ଷା କୋଲକାତା ଶ୍ରେଣୀର ଗାଇଡେଡ ମିସାଇଲ୍ ଡେଷ୍ଟ୍ରୋୟର ଯୁଦ୍ଧ ଜାହାଜରୁ କରାଯାଇଥିଲା। ଏରୋସ୍ପେସ କ୍ରମାଗତ ଭାବେ କ୍ଷେପଣାସ୍ତ୍ରରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ଉପରେ କାର୍ଯ୍ଯ କରୁଛି ବୋଲି ଭାରତୀୟ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର