ମନୋରଞ୍ଜନ
ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୩
ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ
ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ କିଲୋମିଟରର ଗଭୀରତା ରହିଛି।
ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ






