ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

The Sakala Picture
Published On

ନୂଆଦିଲ୍ଲୀ: ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ କ୍ଲେଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଲମ୍ବନ ଏକ ଅସାଧାରଣ ନିଷ୍ପତ୍ତି ଅଟେ । ନେତାମାନେ କଣ କହୁଛନ୍ତି ତାହା ଜାଣିବା ସମସ୍ତଙ୍କର ଆବଶ୍ୟକ ଅଟେ । ଯାହା ଫଳରେ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାକୁ ସୁବିଧା ହେବ। ସୂଚନା ଅନୁଯାୟୀ, ନଭେମ୍ବର […]

ନୂଆଦିଲ୍ଲୀ: ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ କ୍ଲେଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଲମ୍ବନ ଏକ ଅସାଧାରଣ ନିଷ୍ପତ୍ତି ଅଟେ । ନେତାମାନେ କଣ କହୁଛନ୍ତି ତାହା ଜାଣିବା ସମସ୍ତଙ୍କର ଆବଶ୍ୟକ ଅଟେ । ଯାହା ଫଳରେ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାକୁ ସୁବିଧା ହେବ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ସୂଚନା ଅନୁଯାୟୀ, ନଭେମ୍ବର ୩, ୨୦୨୦ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ପରାଜୟ ଗ୍ରହଣ କରିନଥିଲେ । ଏହାପରେ ସେ ନିର୍ବାଚନରେ ​​ଠକେଇ ଅଭିଯୋଗ ଆଣିଥିଲେ। ଟ୍ରମ୍ପଙ୍କ ଏହି ଅଭିଯୋଗ ମଧ୍ୟରେ ଜାନୁଆରୀ ୬ ରେ ତାଙ୍କ ସମର୍ଥକମାନେ ସଂସଦ ଗୃହ କମ୍ପ୍ଲେକ୍ସରେ ହିଂସା କରିଥିଲେ । ତେବେ ଆନ୍ଦୋଳନ ପାଇଁ ଲୋକଙ୍କୁ ଉସୁକାଉ ଥିବା ନେଇ ଅଭିଯୋଗ ପରେ ଟ୍ବିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ରଦ୍ଧ କରିଥିଲା । ଏହାପରେ ଗତ ବର୍ଷ ନଭେମ୍ବରରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିଥିଲା ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

26 Jan 2023 By The Sakala

ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ କ୍ଲେଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଲମ୍ବନ ଏକ ଅସାଧାରଣ ନିଷ୍ପତ୍ତି ଅଟେ । ନେତାମାନେ କଣ କହୁଛନ୍ତି ତାହା ଜାଣିବା ସମସ୍ତଙ୍କର ଆବଶ୍ୟକ ଅଟେ । ଯାହା ଫଳରେ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାକୁ ସୁବିଧା ହେବ।

ସୂଚନା ଅନୁଯାୟୀ, ନଭେମ୍ବର ୩, ୨୦୨୦ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ପରାଜୟ ଗ୍ରହଣ କରିନଥିଲେ । ଏହାପରେ ସେ ନିର୍ବାଚନରେ ​​ଠକେଇ ଅଭିଯୋଗ ଆଣିଥିଲେ। ଟ୍ରମ୍ପଙ୍କ ଏହି ଅଭିଯୋଗ ମଧ୍ୟରେ ଜାନୁଆରୀ ୬ ରେ ତାଙ୍କ ସମର୍ଥକମାନେ ସଂସଦ ଗୃହ କମ୍ପ୍ଲେକ୍ସରେ ହିଂସା କରିଥିଲେ । ତେବେ ଆନ୍ଦୋଳନ ପାଇଁ ଲୋକଙ୍କୁ ଉସୁକାଉ ଥିବା ନେଇ ଅଭିଯୋଗ ପରେ ଟ୍ବିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ରଦ୍ଧ କରିଥିଲା । ଏହାପରେ ଗତ ବର୍ଷ ନଭେମ୍ବରରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର