ଶସ୍ତା ହେଲା ବିଭିନ୍ନ ଅତ୍ୟାବଶ୍ୟକ ମେଡିସିନ୍, ୧୨ ପ୍ରତିଶତ କମ୍ ହେଲା ପାରାସିଟାମଲ୍ ମୂଲ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଶସ୍ତା ହେଲା କ୍ୟାନସର, ଡାଇବେଟିସ୍‌, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି । ସରକାରଙ୍କ ଆବଶ୍ୟକୀୟ ଔଷଧ ସୂଚୀ (NLEM) ରେ ସାମିଲ ୧୧୯ ପ୍ରକାର ଔଷଧର ମୂଲ୍ୟ ଧାର୍ଯ୍ୟ କରିବା କାରଣରୁ ହୋଇଛି। ନ୍ୟାସନାଲ […]

ନୂଆଦିଲ୍ଲୀ: ଶସ୍ତା ହେଲା କ୍ୟାନସର, ଡାଇବେଟିସ୍‌, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି । ସରକାରଙ୍କ ଆବଶ୍ୟକୀୟ ଔଷଧ ସୂଚୀ (NLEM) ରେ ସାମିଲ ୧୧୯ ପ୍ରକାର ଔଷଧର ମୂଲ୍ୟ ଧାର୍ଯ୍ୟ କରିବା କାରଣରୁ ହୋଇଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ବୈଠକରେ ଏହି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

ଏଠାରେ କହିତଖୁ କି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟ ଜାରି କରିଥାଏ । ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ଲିଷ୍ଟ ଜାରି କରାଯାଇଥିଲା । ଏହି ଲିଷ୍ଟରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରୁ ହଟେଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

22 Dec 2022 By The Sakala

ଶସ୍ତା ହେଲା ବିଭିନ୍ନ ଅତ୍ୟାବଶ୍ୟକ ମେଡିସିନ୍, ୧୨ ପ୍ରତିଶତ କମ୍ ହେଲା ପାରାସିଟାମଲ୍ ମୂଲ୍ୟ

ନୂଆଦିଲ୍ଲୀ: ଶସ୍ତା ହେଲା କ୍ୟାନସର, ଡାଇବେଟିସ୍‌, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି । ସରକାରଙ୍କ ଆବଶ୍ୟକୀୟ ଔଷଧ ସୂଚୀ (NLEM) ରେ ସାମିଲ ୧୧୯ ପ୍ରକାର ଔଷଧର ମୂଲ୍ୟ ଧାର୍ଯ୍ୟ କରିବା କାରଣରୁ ହୋଇଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ବୈଠକରେ ଏହି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।

ଏଠାରେ କହିତଖୁ କି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟ ଜାରି କରିଥାଏ । ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ଲିଷ୍ଟ ଜାରି କରାଯାଇଥିଲା । ଏହି ଲିଷ୍ଟରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରୁ ହଟେଇ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର