ଦିଲ୍ଲୀରେ କରୋନା ଅଣାୟତ୍ତ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ଯାରେ ଲଗାମ ଲାଗୁ ନାହିଁ। ଏପରି ସ୍ଥିତିରେ  ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଛି।ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁ  ନ ଥିବା ଚତ୍ର ଦେଖିବାକୁ ମିଳୁଛି। ଏ ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଚିଠିରେ ମୋଦିଙ୍କୁ ଅନୁରୋଧ କରି ସେ ଲେଖିଛନ୍ତି ଯେ, ଆମକୁ ଶୀଘ୍ର ଅକ୍ସିଜେନ୍ ଦେବାକୁ ବ୍ୟବସ୍ଥା କରାଯାଉ। ଏହାସହ ସଂକ୍ରମିତଙ୍କ ପାଇଁ କେନ୍ଦ୍ର […]

ନୂଆଦିଲ୍ଲୀ: ଦେଶରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ଯାରେ ଲଗାମ ଲାଗୁ ନାହିଁ। ଏପରି ସ୍ଥିତିରେ  ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଛି।ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁ  ନ ଥିବା ଚତ୍ର ଦେଖିବାକୁ ମିଳୁଛି। ଏ ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଚିଠିରେ ମୋଦିଙ୍କୁ ଅନୁରୋଧ କରି ସେ ଲେଖିଛନ୍ତି ଯେ, ଆମକୁ ଶୀଘ୍ର ଅକ୍ସିଜେନ୍ ଦେବାକୁ ବ୍ୟବସ୍ଥା କରାଯାଉ। ଏହାସହ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୭ ହଜାର ବେଡ୍‌ ସଂରକ୍ଷିତ ରଖନ୍ତୁ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଛି । କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଥିବା ବେଡ୍‌ ଶୀଘ୍ର ଫୁଲ୍‌ ହେବାରେ ଲାଗିଛି । ଆଗାମୀ ଦୁଇ ତିନି ଦିନରେ ୬୦୦୦ ଅକ୍ସିଜେନ୍‌ ବେଡ୍‌ ପ୍ରସ୍ତୁତ କରାଯିବ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାର ୫୦୦ ମାମଲା ଆସିଛି । ଦିଲ୍ଲୀରେ ଆଉ ମାତ୍ର ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ଖାଲି ଅଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

18 Apr 2021 By The Sakala

ଦିଲ୍ଲୀରେ କରୋନା ଅଣାୟତ୍ତ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦେଶରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ଯାରେ ଲଗାମ ଲାଗୁ ନାହିଁ। ଏପରି ସ୍ଥିତିରେ  ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଛି।ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁ  ନ ଥିବା ଚତ୍ର ଦେଖିବାକୁ ମିଳୁଛି। ଏ ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଚିଠିରେ ମୋଦିଙ୍କୁ ଅନୁରୋଧ କରି ସେ ଲେଖିଛନ୍ତି ଯେ, ଆମକୁ ଶୀଘ୍ର ଅକ୍ସିଜେନ୍ ଦେବାକୁ ବ୍ୟବସ୍ଥା କରାଯାଉ। ଏହାସହ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୭ ହଜାର ବେଡ୍‌ ସଂରକ୍ଷିତ ରଖନ୍ତୁ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଛି । କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଥିବା ବେଡ୍‌ ଶୀଘ୍ର ଫୁଲ୍‌ ହେବାରେ ଲାଗିଛି । ଆଗାମୀ ଦୁଇ ତିନି ଦିନରେ ୬୦୦୦ ଅକ୍ସିଜେନ୍‌ ବେଡ୍‌ ପ୍ରସ୍ତୁତ କରାଯିବ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାର ୫୦୦ ମାମଲା ଆସିଛି । ଦିଲ୍ଲୀରେ ଆଉ ମାତ୍ର ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ଖାଲି ଅଛି ।

https://www.thesakala.in/national-international/corona-situation-in-delhi-is-critical-kejriwal-wrote-a-letter-narendra-modi/article-1640
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର