ବିହାରରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫. ୪ ରେକର୍ଡ

The Sakala Picture
Published On

ପାଟନା: ବିହାରର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାଜଧାନୀ ପାଟନା ସମେତ ପଶ୍ଚିମ ଚମ୍ପାରଣରେ ମଧ୍ୟ କମ୍ପନ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ୪ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନଭୂତ ହୋଇଥିଲା। କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିରହିଥିବା ଭାରତର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ […]

ପାଟନା: ବିହାରର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାଜଧାନୀ ପାଟନା ସମେତ ପଶ୍ଚିମ ଚମ୍ପାରଣରେ ମଧ୍ୟ କମ୍ପନ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ୪ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନଭୂତ ହୋଇଥିଲା। କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗିରହିଥିବା ଭାରତର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଥିଲା । ନେପାଳ ସୀମାବର୍ତ୍ତୀ ଅଞ୍ଚଳ, ବିହାର ଓ ପାଟନାର ଅନେକ ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର