ଅର୍ଥନୀତିରେ ୩ ଆମେରିକୀୟଙ୍କୁ ମିଳିତ ନୋବେଲ୍

The Sakala Picture
Published On

ନୂଆଦିଲ୍ଲୀ: ୨୦୨୨ ପାଇଁ  ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ଯକ୍ତି ହେଲେ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗ । ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଏହି ସମ୍ମାନ ଜନକ ପୁରସ୍କାର ପାଇବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

10 Oct 2022 By The Sakala

ଅର୍ଥନୀତିରେ ୩ ଆମେରିକୀୟଙ୍କୁ ମିଳିତ ନୋବେଲ୍

ନୂଆଦିଲ୍ଲୀ: ୨୦୨୨ ପାଇଁ  ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ଯକ୍ତି ହେଲେ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗ । ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଏହି ସମ୍ମାନ ଜନକ ପୁରସ୍କାର ପାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର