ଟେକ୍ସାସ୍‌ରେ ଛାତିଥରା ଘଟଣା: ଟ୍ରକ୍ କଣ୍ଟେନର ଭିତରୁ ୪୬ ଜଣ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ସେଣ୍ଟ ଆଣ୍ଟୋନିଓ ସହରରେ ଏକ ଟ୍ରକ୍ କଣ୍ଟେନର ଭିତରୁ ୪୬ ଜଣଙ୍କର ମୃତଦେହ ମିଳିଛି। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏହି ହୃଦୟ ବିଦାରକ ଘଟଣା ବିଷୟରେ ଆଇନ ଶୃଙ୍ଖଳା ଅଧିକାରୀ ସୂଚନା ଦେଇଛନ୍ତି। ଏଥି ସହିତ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଆମେରିକା-ମେକ୍ସିକୋ ସୀମାରେ ମାନବ ଚାଲାଣର ସାଂଘାତିକ ଘଟଣା ମଧ୍ୟରୁ ଏହା ଅନ୍ୟତମ। ଏଥିସହ କଣ୍ଟେନରରୁ ଭିତରୁ ୧୬ […]

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ସେଣ୍ଟ ଆଣ୍ଟୋନିଓ ସହରରେ ଏକ ଟ୍ରକ୍ କଣ୍ଟେନର ଭିତରୁ ୪୬ ଜଣଙ୍କର ମୃତଦେହ ମିଳିଛି। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏହି ହୃଦୟ ବିଦାରକ ଘଟଣା ବିଷୟରେ ଆଇନ ଶୃଙ୍ଖଳା ଅଧିକାରୀ ସୂଚନା ଦେଇଛନ୍ତି। ଏଥି ସହିତ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଆମେରିକା-ମେକ୍ସିକୋ ସୀମାରେ ମାନବ ଚାଲାଣର ସାଂଘାତିକ ଘଟଣା ମଧ୍ୟରୁ ଏହା ଅନ୍ୟତମ।

ଆହୁରି ପଢ଼ନ୍ତୁ: ବାଧ୍ୟତାମୂଳକ ଶ୍ରମ ଅଭିଯୋଗ: ଭାରତ ସମେତ ୬୦ଟି ଦେଶ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକାର ପ୍ରସ୍ତାବ

ଏଥିସହ କଣ୍ଟେନରରୁ ଭିତରୁ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇବା ନେଇ ସୂଚାନ ମିଳିଛି । ଏହି କଣ୍ଟେନର ଟେକ୍ସାସର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସେନ୍‌ ଏଣ୍ଟୋନିୟୋର ଶୁନଶାନ୍‌ ସ୍ଥାନରେ ମିଳିଛି। ଏମାନେ ଆମେରିକାରେ ବେଆଇନ୍‌ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। କୁହାଯାଉଛି ଯେ ଏମାନେ ମେକ୍ସିକୋରୁ ଲୁଚି ଲୁଚି ଆମେରିକାରେ ପଶୁଥିଲେ। ଏଭଳି ଭାବେ ଅନୁପ୍ରବେଶ ଉଦ୍ୟମ କରି ପୂର୍ବରୁ ବି ହଜାର ହଜାର ଲୋକ ଜୀବନ ହାରିଛନ୍ତି। କିନ୍ତୁ ଏମିତି ମାମଲା ପୂର୍ବରୁ କେବେ ବି ସାମ୍ନାକୁ ଆସିନଥିଲା।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସଲୋ ଆବ୍ରାଡ୍ କହିଛନ୍ତି ଯେ, ସ୍ଥାନୀୟ ବାଣିଜ୍ୟିକ ଦୂତାବାସ ଘଟଣାସ୍ଥଳରେ ପହଁଚିଛନ୍ତି। ସମସ୍ତ ମୃତକ କେଉଁ ଦେଶର ତାହା ଜଣାପଡି ନାହିଁ । ଗତ କିଛିଦିନ ଧରି ଆମେରିକା-ମେକ୍ସିକୋ ସୀମାରେ ଅନୁପ୍ରବେଶ ସଂଖ୍ୟା ବଢିଛି। ଏହାକୁ ନଜରରେ ରଖି ବାଇଡେନ୍ ପ୍ରଶାସନ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

28 Jun 2022 By The Sakala

ଟେକ୍ସାସ୍‌ରେ ଛାତିଥରା ଘଟଣା: ଟ୍ରକ୍ କଣ୍ଟେନର ଭିତରୁ ୪୬ ଜଣ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ସେଣ୍ଟ ଆଣ୍ଟୋନିଓ ସହରରେ ଏକ ଟ୍ରକ୍ କଣ୍ଟେନର ଭିତରୁ ୪୬ ଜଣଙ୍କର ମୃତଦେହ ମିଳିଛି। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏହି ହୃଦୟ ବିଦାରକ ଘଟଣା ବିଷୟରେ ଆଇନ ଶୃଙ୍ଖଳା ଅଧିକାରୀ ସୂଚନା ଦେଇଛନ୍ତି। ଏଥି ସହିତ ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଆମେରିକା-ମେକ୍ସିକୋ ସୀମାରେ ମାନବ ଚାଲାଣର ସାଂଘାତିକ ଘଟଣା ମଧ୍ୟରୁ ଏହା ଅନ୍ୟତମ।

ଏଥିସହ କଣ୍ଟେନରରୁ ଭିତରୁ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇବା ନେଇ ସୂଚାନ ମିଳିଛି । ଏହି କଣ୍ଟେନର ଟେକ୍ସାସର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସେନ୍‌ ଏଣ୍ଟୋନିୟୋର ଶୁନଶାନ୍‌ ସ୍ଥାନରେ ମିଳିଛି। ଏମାନେ ଆମେରିକାରେ ବେଆଇନ୍‌ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। କୁହାଯାଉଛି ଯେ ଏମାନେ ମେକ୍ସିକୋରୁ ଲୁଚି ଲୁଚି ଆମେରିକାରେ ପଶୁଥିଲେ। ଏଭଳି ଭାବେ ଅନୁପ୍ରବେଶ ଉଦ୍ୟମ କରି ପୂର୍ବରୁ ବି ହଜାର ହଜାର ଲୋକ ଜୀବନ ହାରିଛନ୍ତି। କିନ୍ତୁ ଏମିତି ମାମଲା ପୂର୍ବରୁ କେବେ ବି ସାମ୍ନାକୁ ଆସିନଥିଲା।

ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସଲୋ ଆବ୍ରାଡ୍ କହିଛନ୍ତି ଯେ, ସ୍ଥାନୀୟ ବାଣିଜ୍ୟିକ ଦୂତାବାସ ଘଟଣାସ୍ଥଳରେ ପହଁଚିଛନ୍ତି। ସମସ୍ତ ମୃତକ କେଉଁ ଦେଶର ତାହା ଜଣାପଡି ନାହିଁ । ଗତ କିଛିଦିନ ଧରି ଆମେରିକା-ମେକ୍ସିକୋ ସୀମାରେ ଅନୁପ୍ରବେଶ ସଂଖ୍ୟା ବଢିଛି। ଏହାକୁ ନଜରରେ ରଖି ବାଇଡେନ୍ ପ୍ରଶାସନ ନୂଆ ନିୟମ ଆଣିବାକୁ ପ୍ରସ୍ତୁତ ଚଳାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର