ସଚିନ ତେନ୍ଦୁଲକର କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍ କରିଥିବା ସଚିନ କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ ରହିଥିବା ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। pic.twitter.com/dOlq7KkM3G — Sachin Tendulkar (@sachin_rt) March 27, 2021
ନୂଆଦିଲ୍ଲୀ: କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍ କରିଥିବା ସଚିନ କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ ରହିଥିବା ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।
ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି— Sachin Tendulkar (@sachin_rt) March 27, 2021






