କେଜ୍ରିୱାଲ ଗିରଫ ହେବାପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା,କହିଲେ- ବହୁତ ବୁଝାଇଥିଲି, ମୋ କଥା କେବେ ଶୁଣିଲେ ନାହିଁ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେରକୁ ନେଇ ପଚରାଉଚରା କରିବା ପାଇଁ ଇଡି କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିଲା। କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗତକାଲି ଇଡି ତାଙ୍କୁ ଗିରଫ କରିଛି। କେଜ୍ରିୱାଲଙ୍କ ଗିରଫ କରାଯିବାକୁ ନେଇ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା […]

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେରକୁ ନେଇ ପଚରାଉଚରା କରିବା ପାଇଁ ଇଡି କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିଲା। କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗତକାଲି ଇଡି ତାଙ୍କୁ ଗିରଫ କରିଛି। କେଜ୍ରିୱାଲଙ୍କ ଗିରଫ କରାଯିବାକୁ ନେଇ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ଏକ ବଡ଼ ବିବୃତି ଦେଇଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ଆନ୍ନା ହଜାରେ ଆହୁରି କହିଛନ୍ତି ଯେ, ‘ମଦ ଦୁର୍ନୀତି ବନ୍ଦ କରିବା ପାଇଁ ମୁଁ କେଜ୍ରିୱାଲଙ୍କୁ ଅନେକ ଥର ଚିଠି ଲେଖିଥିଲି, ମଦ ନୀତି ଉପରେ ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲେ ଏବଂ ସେ ମଦ ନୀତି ଆରମ୍ଭ କରିଥିଲେ । ସେହି ମଦ ନୀତି ଯୋଗୁଁ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆନ୍ନା ହଜାରେ କହିଛନ୍ତି’ ।

ଆହୁରି ପଢ଼ନ୍ତୁ: ଜାପାନରେ ୭.୧ ତୀବ୍ରତାର ଭୟଙ୍କର ଭୂକମ୍ପ, କୁମାମୋଟୋରେ ସୁନାମି ସତର୍କତା ଜାରି

22 Mar 2024 By The Sakala

କେଜ୍ରିୱାଲ ଗିରଫ ହେବାପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା,କହିଲେ- ବହୁତ ବୁଝାଇଥିଲି, ମୋ କଥା କେବେ ଶୁଣିଲେ ନାହିଁ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେରକୁ ନେଇ ପଚରାଉଚରା କରିବା ପାଇଁ ଇଡି କେଜ୍ରିୱାଲଙ୍କୁ ୯ ଥର ସମନ ପଠାଇଥିଲା। କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗତକାଲି ଇଡି ତାଙ୍କୁ ଗିରଫ କରିଛି। କେଜ୍ରିୱାଲଙ୍କ ଗିରଫ କରାଯିବାକୁ ନେଇ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ଏକ ବଡ଼ ବିବୃତି ଦେଇଛନ୍ତି। ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ଆନ୍ନା ହଜାରେ ଆହୁରି କହିଛନ୍ତି ଯେ, ‘ମଦ ଦୁର୍ନୀତି ବନ୍ଦ କରିବା ପାଇଁ ମୁଁ କେଜ୍ରିୱାଲଙ୍କୁ ଅନେକ ଥର ଚିଠି ଲେଖିଥିଲି, ମଦ ନୀତି ଉପରେ ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲେ ଏବଂ ସେ ମଦ ନୀତି ଆରମ୍ଭ କରିଥିଲେ । ସେହି ମଦ ନୀତି ଯୋଗୁଁ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆନ୍ନା ହଜାରେ କହିଛନ୍ତି’ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର