ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଟେସ୍ଲା ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇଲେ ଆମାଜନ ସିଇଓ ଜେଫ ବେଜୋସ

The Sakala Picture
Published On

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଟେସ୍ଲା ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବେଜୋସ୍ ଏହି ପଦବୀ ହାସଲ କରିଛନ୍ତି । ବାସ୍ତବରେ ଟେସ୍ଲା ଇନ୍ସର ସେୟାରଗୁଡିକ ମଙ୍ଗଳବାର ରେକର୍ଡ କରାଯାଇଥିଲା, ଯେଉଁ କାରଣରୁ ମସ୍କ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜେଫ ବେଜୋସଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୪.୧୦ ଲକ୍ଷ କୋଟି ଟଙ୍କା […]

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଟେସ୍ଲା ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବେଜୋସ୍ ଏହି ପଦବୀ ହାସଲ କରିଛନ୍ତି । ବାସ୍ତବରେ ଟେସ୍ଲା ଇନ୍ସର ସେୟାରଗୁଡିକ ମଙ୍ଗଳବାର ରେକର୍ଡ କରାଯାଇଥିଲା, ଯେଉଁ କାରଣରୁ ମସ୍କ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜେଫ ବେଜୋସଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୪.୧୦ ଲକ୍ଷ କୋଟି ଟଙ୍କା ରହିଛି । ବେଜୋସଙ୍କର ମୋଟ ସମ୍ପତ୍ତି ୧୯୧୦୦ ମିଲିୟନ୍।elon musk jeff bezos

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

ରିପୋର୍ଟ ଅନୁଯାୟୀ ଜେଫ୍ ବେଜୋସଙ୍କ ମୋଟ ସମ୍ପତ୍ତି ହେଉଛି ୧୯୧ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୪.୧୦ ଲକ୍ଷ କୋଟି ଟଙ୍କା । ବେଜୋସ୍ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ । କିନ୍ତୁ ଜାନୁୟାରୀ ୨୦୨୧ ରେ ମସ୍କ ତାଙ୍କୁ ପଛରେ ଛାଡି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ । ବେଜୋସଙ୍କ ସମ୍ପତ୍ତି ମସ୍କ ଠାରୁ ୯୫.୫ ମିଲିୟନ ଡଲାର ଅଧିକ ।Tesla CEO Elon Musk

ଆହୁରି ପଢ଼ନ୍ତୁ: ମେ’ ପହିଲାରୁ ପୁଣି ମହଙ୍ଗା ହୋଇପାରେ ଏଲ୍‌ପିଜି ସିଲିଣ୍ଡର, ବଦଳିପାରେ ବୁକିଂ ନିୟମ

ଟେସ୍ଲାର ସେୟାର ହ୍ରାସ ପାଇଛି

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ମଙ୍ଗଳବାର ଦିନ ଟେସ୍ଲାର ସେୟାର ୨.୪ ପ୍ରତିଶତ ହ୍ରାସ ହୋଇ ୭୯୬.୨୨ ଡଲାରରେ ବନ୍ଦ ହୋଇଯାଇଛି । ଏହା ଯୋଗୁଁ ଏଲୋନ୍ ମସ୍କର ସମ୍ପତ୍ତିକୁ ୪.୫୮ ବିଲିୟନ ଡ଼ଲାରରେ ହ୍ରାସ କରିଛି । ବର୍ତ୍ତମାନ ମସ୍କର ମୋଟ ସମ୍ପତ୍ତି ହେଉଛି ୧୯ ମିଲିୟନ୍ ଡଲାର୍ । ଗତ ମାସରେ ଏଲୋନ୍ ମସ୍କ ଜେଫ୍ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ।Elon-Musk

୨୦୨୧ ସୁଦ୍ଧା ଏତିକି ହୋଇଥିଲା ବୃଦ୍ଧି

୨୦୨୧ ମସିହାରେ ଟେସ୍ଲା ମାଲିକ ଏଲୋନ୍ ମସ୍କଙ୍କ ସମ୍ପତ୍ତି ଏପର୍ୟ୍ୟନ୍ତ ୨୦୫୦ ନିୟୁତ ଡଲାରରେ ବୃଦ୍ଧି ପାଇଥିବାବେଳେ ଜେଫ୍ ବେଜୋସଙ୍କ ସମ୍ପତ୍ତି ମାତ୍ର ୮୮୪ ମିଲିୟନ ଡ଼ଲାରରେ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମସ୍କର ସମ୍ପତ୍ତି ୪୫୮ ନିୟୁତ ଡଲାରରେ ହ୍ରାସ ପାଇଛି । ଜାନୁଆରୀ ୨୬ ଠାରୁ ଟେସ୍ଲା ସେୟାର ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।bil gets

ତୃତୀୟ ସ୍ଥାନରେ ବିଲ୍ ଗେଟ୍ସ ଅଛନ୍ତି

ବ୍ଲୁମବର୍ଗ ବିଲିନର୍ସ ଇଣ୍ଡେକ୍ସ ଅନୁଯାୟୀ ବିଲ୍ ଗେଟ୍ସ ୧୩୭ ବିଲିୟନ ଡ଼ଲାର୍ ସହିତ ତୃତୀୟ, ବର୍ନାର୍ଡ ଆର୍ନାଲ୍ଟ୍ ୧୧୬ ବିଲିୟନ ଡଲାର ସମ୍ପତ୍ତି ସହିତ ଚତୁର୍ଥ ଓ ମାର୍କ ଜୁକରବର୍ଗ (୧୦୪ ବିଲିୟନ ଡ଼ଲାର୍) ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

17 Feb 2021 By The Sakala

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଟେସ୍ଲା ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇଲେ ଆମାଜନ ସିଇଓ ଜେଫ ବେଜୋସ

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଟେସ୍ଲା ସିଇଓ ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବେଜୋସ୍ ଏହି ପଦବୀ ହାସଲ କରିଛନ୍ତି । ବାସ୍ତବରେ ଟେସ୍ଲା ଇନ୍ସର ସେୟାରଗୁଡିକ ମଙ୍ଗଳବାର ରେକର୍ଡ କରାଯାଇଥିଲା, ଯେଉଁ କାରଣରୁ ମସ୍କ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜେଫ ବେଜୋସଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୪.୧୦ ଲକ୍ଷ କୋଟି ଟଙ୍କା ରହିଛି । ବେଜୋସଙ୍କର ମୋଟ ସମ୍ପତ୍ତି ୧୯୧୦୦ ମିଲିୟନ୍।elon musk jeff bezos

ରିପୋର୍ଟ ଅନୁଯାୟୀ ଜେଫ୍ ବେଜୋସଙ୍କ ମୋଟ ସମ୍ପତ୍ତି ହେଉଛି ୧୯୧ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୪.୧୦ ଲକ୍ଷ କୋଟି ଟଙ୍କା । ବେଜୋସ୍ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ । କିନ୍ତୁ ଜାନୁୟାରୀ ୨୦୨୧ ରେ ମସ୍କ ତାଙ୍କୁ ପଛରେ ଛାଡି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ । ବେଜୋସଙ୍କ ସମ୍ପତ୍ତି ମସ୍କ ଠାରୁ ୯୫.୫ ମିଲିୟନ ଡଲାର ଅଧିକ ।Tesla CEO Elon Musk

ଟେସ୍ଲାର ସେୟାର ହ୍ରାସ ପାଇଛି

ମଙ୍ଗଳବାର ଦିନ ଟେସ୍ଲାର ସେୟାର ୨.୪ ପ୍ରତିଶତ ହ୍ରାସ ହୋଇ ୭୯୬.୨୨ ଡଲାରରେ ବନ୍ଦ ହୋଇଯାଇଛି । ଏହା ଯୋଗୁଁ ଏଲୋନ୍ ମସ୍କର ସମ୍ପତ୍ତିକୁ ୪.୫୮ ବିଲିୟନ ଡ଼ଲାରରେ ହ୍ରାସ କରିଛି । ବର୍ତ୍ତମାନ ମସ୍କର ମୋଟ ସମ୍ପତ୍ତି ହେଉଛି ୧୯ ମିଲିୟନ୍ ଡଲାର୍ । ଗତ ମାସରେ ଏଲୋନ୍ ମସ୍କ ଜେଫ୍ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ।Elon-Musk

୨୦୨୧ ସୁଦ୍ଧା ଏତିକି ହୋଇଥିଲା ବୃଦ୍ଧି

୨୦୨୧ ମସିହାରେ ଟେସ୍ଲା ମାଲିକ ଏଲୋନ୍ ମସ୍କଙ୍କ ସମ୍ପତ୍ତି ଏପର୍ୟ୍ୟନ୍ତ ୨୦୫୦ ନିୟୁତ ଡଲାରରେ ବୃଦ୍ଧି ପାଇଥିବାବେଳେ ଜେଫ୍ ବେଜୋସଙ୍କ ସମ୍ପତ୍ତି ମାତ୍ର ୮୮୪ ମିଲିୟନ ଡ଼ଲାରରେ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମସ୍କର ସମ୍ପତ୍ତି ୪୫୮ ନିୟୁତ ଡଲାରରେ ହ୍ରାସ ପାଇଛି । ଜାନୁଆରୀ ୨୬ ଠାରୁ ଟେସ୍ଲା ସେୟାର ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।bil gets

ତୃତୀୟ ସ୍ଥାନରେ ବିଲ୍ ଗେଟ୍ସ ଅଛନ୍ତି

ବ୍ଲୁମବର୍ଗ ବିଲିନର୍ସ ଇଣ୍ଡେକ୍ସ ଅନୁଯାୟୀ ବିଲ୍ ଗେଟ୍ସ ୧୩୭ ବିଲିୟନ ଡ଼ଲାର୍ ସହିତ ତୃତୀୟ, ବର୍ନାର୍ଡ ଆର୍ନାଲ୍ଟ୍ ୧୧୬ ବିଲିୟନ ଡଲାର ସମ୍ପତ୍ତି ସହିତ ଚତୁର୍ଥ ଓ ମାର୍କ ଜୁକରବର୍ଗ (୧୦୪ ବିଲିୟନ ଡ଼ଲାର୍) ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର