ବର୍ଷ ଆରମ୍ଭରୁ ଅଘଟଣ: ଧସିଲା ପାହାଡ଼, ୨ମୃତ

The Sakala Picture
Published On

ଚଣ୍ଡିଗଡ଼:  ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଭାଗ ଖସି ଯାଇ ବଡ଼ ଅଘଟଣ ଘଟିଛି । […]

ଚଣ୍ଡିଗଡ଼:  ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

ସୂଚନା ଅନୁଯାୟୀ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଭାଗ ଖସି ଯାଇ ବଡ଼ ଅଘଟଣ ଘଟିଛି । ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ଯର ତଦାରଖ କରୁଛନ୍ତି । ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ପାହାଡ଼ ଧସିଲା ତାର କାରଣ ଜଣାପଡ଼ିନାହିଁ । ପାହାଡ଼ ମନକୁ ମନ ଖସିଲା ନା ବିସ୍ଫୋରଣ ଯୋଗୁଁ ଧସିଲା ଅସ୍ପଷ୍ଟ ରହିଛି । ପାହାଡ଼ ତଳେ ଚାପି ହୋଇ ରହଥିବା ଲୋକଙ୍କି ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଉଛି ।

ଆହୁରି ପଢ଼ନ୍ତୁ: ବଦଳିବ ଇନ୍ଧନ ଗେମ୍... ଏବେ ପେଟ୍ରୋଲରେ ମିଶିବ ୮୫% ଇଥାନଲ! କେନ୍ଦ୍ର ସରକାର ଜାରି କଲେ ଡ୍ରାଫ୍ଟ ନୋଟିଫିକେସନ୍

ଆହୁରି ପଢ଼ନ୍ତୁ: ଇରାନକୁ ଘେରିବାକୁ ଆମେରିକାର ବଡ଼ ଚକ୍ରବ୍ୟୁହ: ସେଣ୍ଟକମର ଘାତକ ଆକ୍ରମଣ ଯୋଜନା ଓ ହୋର୍ମୁଜରେ ନୂଆ ମେଣ୍ଟ

01 Jan 2022 By The Sakala

ବର୍ଷ ଆରମ୍ଭରୁ ଅଘଟଣ: ଧସିଲା ପାହାଡ଼, ୨ମୃତ

ଚଣ୍ଡିଗଡ଼:  ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଭାଗ ଖସି ଯାଇ ବଡ଼ ଅଘଟଣ ଘଟିଛି । ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ଯର ତଦାରଖ କରୁଛନ୍ତି । ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ପାହାଡ଼ ଧସିଲା ତାର କାରଣ ଜଣାପଡ଼ିନାହିଁ । ପାହାଡ଼ ମନକୁ ମନ ଖସିଲା ନା ବିସ୍ଫୋରଣ ଯୋଗୁଁ ଧସିଲା ଅସ୍ପଷ୍ଟ ରହିଛି । ପାହାଡ଼ ତଳେ ଚାପି ହୋଇ ରହଥିବା ଲୋକଙ୍କି ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର