ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ: ୨ ମୃତ, ୪ଗୁରୁତର

The Sakala Picture
Published On

ପଞ୍ଜାବ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି । କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି […]

ପଞ୍ଜାବ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନ ଥିଲେ ବୋଲି ସୂଚନା ମିଳିଛି । ହେଲେ ଏହି ବିସ୍ପୋରଣ ବମ୍ ପଡିବା ଯୋଗୁଁ ହୋଇଛି । କି ସିଲିଣ୍ଡର ବ୍ଲାଷ୍ଟ କରିଛି ତା ନେଇ ଛାନଭିନ ଜାରି ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ: ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ

23 Dec 2021 By The Sakala

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ: ୨ ମୃତ, ୪ଗୁରୁତର

ପଞ୍ଜାବ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନ ଥିଲେ ବୋଲି ସୂଚନା ମିଳିଛି । ହେଲେ ଏହି ବିସ୍ପୋରଣ ବମ୍ ପଡିବା ଯୋଗୁଁ ହୋଇଛି । କି ସିଲିଣ୍ଡର ବ୍ଲାଷ୍ଟ କରିଛି ତା ନେଇ ଛାନଭିନ ଜାରି ରଖିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର