ଶୀତଦିନେ କେଶ ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ୪ଟି ଉପାୟ

The Sakala Picture
Published On

ଶୀତଦିନେ ତ୍ୱଚାର ଯତ୍ନ ସହ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶୀତଦିନେ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ…. ଅଲିଭ ଅଏଲର କରନ୍ତୁ ବ୍ୟବହାର ଏହାର ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ […]

ଶୀତଦିନେ ତ୍ୱଚାର ଯତ୍ନ ସହ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶୀତଦିନେ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ….

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

ଅଲିଭ ଅଏଲର କରନ୍ତୁ ବ୍ୟବହାର

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ଏହାର ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କେଶ ପାଇଁ ଏହା ବେଶ ଲାଭଦାୟକ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଲେମ୍ବୁ ରସ ଓ ନଡିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ରାତିସାରା ଲଗାଇ ରଖନ୍ତୁ। ଏହାପରେ ସକାଳେ ଉଠି କେଶ ସଫା କରି ଦିଅନ୍ତୁ।

ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ। ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ।
ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି। ମାତ୍ର ଏହାର କମ ବ୍ୟବହାର କରନ୍ତୁ। କମ ବ୍ୟବହାର କରନ୍ତୁ।

ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ। ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ।

16 Feb 2021 By The Sakala

ଶୀତଦିନେ କେଶ ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ୪ଟି ଉପାୟ

ଶୀତଦିନେ ତ୍ୱଚାର ଯତ୍ନ ସହ କେଶର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏପରି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶୀତଦିନେ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ….

ଅଲିଭ ଅଏଲର କରନ୍ତୁ ବ୍ୟବହାର

ଏହାର ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କେଶ ପାଇଁ ଏହା ବେଶ ଲାଭଦାୟକ।

ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଲେମ୍ବୁ ରସ ଓ ନଡିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ରାତିସାରା ଲଗାଇ ରଖନ୍ତୁ। ଏହାପରେ ସକାଳେ ଉଠି କେଶ ସଫା କରି ଦିଅନ୍ତୁ।

ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ। ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ।
ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି। ମାତ୍ର ଏହାର କମ ବ୍ୟବହାର କରନ୍ତୁ। କମ ବ୍ୟବହାର କରନ୍ତୁ।

ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ। ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp