ଫେଙ୍ଗ୍‌ସୁଇ ଟିପ୍ସ: ଘରେ କାହିଁକି ରଖିବେ ଲାଫିଙ୍ଗ୍‌ ବୁଦ୍ଧ

The Sakala Picture
Published On

ଫେଙ୍ଗ୍‌ସୁଇ ଅନୁସାରେ, ଲାଫିଙ୍ଗ୍‌ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ। ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ତ୍ବ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଆକାରର ଲାଫିଙ୍ଗ୍‌ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ। -ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ। -ବ୍ୟବସାୟରେ […]

ଫେଙ୍ଗ୍‌ସୁଇ ଅନୁସାରେ, ଲାଫିଙ୍ଗ୍‌ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ। ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ତ୍ବ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଆକାରର ଲାଫିଙ୍ଗ୍‌ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

-ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

-ବ୍ୟବସାୟରେ କ୍ଷତି ନ ହେବା ପାଇଁ ଶୟନରତ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

-ଧନର ଅଭାବ ଦୂର କରିବା ପାଇଁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖିବା ଉଚିତ।

-ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ତଥା ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

– ବ୍ୟବସାୟରେ ଉନ୍ନତି ଓ କୁଦୃଷ୍ଟିକୁ ଦୂରେଇ ଦେବା ପାଇଁ ଦୋକାନ କିମ୍ବା ଅଫିସ୍‌ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡ୍ରାଗନ୍‌ ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘର କିମ୍ବା ଅଫିସ୍‌ରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହେବା ସହ କୌଣସି ଗୁଣିଗାରେଡ଼ିର ପ୍ରଭାବ ପଡ଼ି ନଥାଏ।

-ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

-କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

-ଅବସାଦ ଦୂର କରିବା ସହ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ। ଏହାକୁ ଘରର ମୁଖ୍ୟ କୋଠରିରେ ରଖିବା ଆବଶ୍ୟକ।

12 May 2022 By The Sakala

ଫେଙ୍ଗ୍‌ସୁଇ ଟିପ୍ସ: ଘରେ କାହିଁକି ରଖିବେ ଲାଫିଙ୍ଗ୍‌ ବୁଦ୍ଧ

ଫେଙ୍ଗ୍‌ସୁଇ ଅନୁସାରେ, ଲାଫିଙ୍ଗ୍‌ ବୁଦ୍ଧ ହେଉଛନ୍ତି ସୁଖସମୃଦ୍ଧିର ପ୍ରତୀକ। ଏହି ପ୍ରତିମା ଘରେ ରଖିବା ଯୋଗୁଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଲାଫିଙ୍ଗ୍‌ ବୁଦ୍ଧଙ୍କର ବିଭିନ୍ନ ରୂପର ମହତ୍ତ୍ବ ଭିନ୍ନ ଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ଆକାରର ଲାଫିଙ୍ଗ୍‌ ବୁଦ୍ଧ ପ୍ରତିମା କେଉଁ ସବୁ ସମସ୍ୟାର ସମାଧାନ କରିଥାଏ।

-ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟ ଭଲ ହେବା ସହ ଅର୍ଥାଭାବ ରୁହେ ନାହିଁ।

-ବ୍ୟବସାୟରେ କ୍ଷତି ନ ହେବା ପାଇଁ ଶୟନରତ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଧନର ଅଭାବ ଦୂର କରିବା ପାଇଁ ଟଙ୍କା ଗଣ୍ଠିଲି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖିବା ଉଚିତ।

-ପାରିବାରିକ ସୁଖ ସମୃଦ୍ଧି ବୃଦ୍ଧି ତଥା ସନ୍ତାନ ପ୍ରାପ୍ତି ପାଇଁ ଶିଶୁଙ୍କ ସହିତ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

– ବ୍ୟବସାୟରେ ଉନ୍ନତି ଓ କୁଦୃଷ୍ଟିକୁ ଦୂରେଇ ଦେବା ପାଇଁ ଦୋକାନ କିମ୍ବା ଅଫିସ୍‌ରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡ୍ରାଗନ୍‌ ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘର କିମ୍ବା ଅଫିସ୍‌ରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହେବା ସହ କୌଣସି ଗୁଣିଗାରେଡ଼ିର ପ୍ରଭାବ ପଡ଼ି ନଥାଏ।

-ଘରର ମୁଖ୍ୟ କୋଠରିରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

-କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

-ଅବସାଦ ଦୂର କରିବା ସହ ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନମୁଦ୍ରାରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

-ଡଙ୍ଗା ଉପରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ବାରା ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ। ଏହାକୁ ଘରର ମୁଖ୍ୟ କୋଠରିରେ ରଖିବା ଆବଶ୍ୟକ।

https://www.thesakala.in/lifestyle/feng-shui-tips-why-keep-the-laughing-buddha-at-home/article-11501
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp