ରୁପା ନିର୍ମିତ ମାଛ ଘରେ ରଖିବା ହୋଇଥାଏ ଶୁଭ
ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ । ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ […]
ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ ।
- ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସଂଚାର ହୁଏ।
- ରୁପାର ମାଛ ଘରେ ରଖିବା ଦ୍ବାରା ସବୁ କ୍ଷେତ୍ରରୁ ଶୁଭ ଓ ମଙ୍ଗଳମୟ ଖବର ପ୍ରାପ୍ତି ହୋଇଥାଏ।
- ରୁପାର ମାଛକୁ ସକାଳୁ ଉଠି ପ୍ରଥମେ ଦର୍ଶନ କରିବା ଫଳରେ ଦିନଟି ଶୁଭ ହେବା ସହ ମନରେ ପ୍ରସ୍ନନତା ଭରି ରହିଥାଏ।
- ବେପାରରେ ଉନ୍ନତି ପାଇଁ ଦୋକାନ ଖୋଲିବା ପରେ ସର୍ବ ପ୍ରଥମେ ରୁପା ମାଛକୁ ଦର୍ଶନ କରନ୍ତୁ।
- କ୍ୟାରିୟରରେ ଉନ୍ନତି ପାଇଁ ମଧ୍ୟ ପଢ଼ାଘରେ ରୂପା ମୂର୍ତ୍ତିକୁ ସଜାଇ ରଖିପାରିବେ।
- ଜୀବନରେ ଉନ୍ନତି ପାଇଁ ଉପହାରରେ ମଧ୍ୟ ରୁପା ମୂର୍ତ୍ତି ଦିଆଯିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
- ଘରେ ରୁପା ମାଛ ରଖିବା ଦ୍ବାରା ପରିବାରର ସମସ୍ତ ସଦସ୍ୟ ଆରୋଗ୍ୟ ରହିଥାନ୍ତି।
- ପର୍ସରେ ଏକ ଛୋଟ ରୂପା ମାଛ ରଖିବା ଦ୍ବାରା ଆର୍ଥିକ ଉନ୍ନତି ପରିଲକ୍ଷିତ ହୋଇଥାଏ।
06 Apr 2023
By The Sakala

https://www.thesakala.in/lifestyle/silver-fish-good-for-home/article-20502