ଚା’ ପିଇ ୩୩ ବର୍ଷ

The Sakala Picture
Published On

କେବଳ ଚା’ ପିଇ ୩୦ ବର୍ଷ ଧରି ଜୀବିତ ଅଛନ୍ତି ଛତିଶଗଡ଼ର ୪୪ ବର୍ଷୀୟ ମହିଳା ପିଲ୍ଲୀ ଦେବୀ। ସେ କେବଳ ଚା’ ପିଉଛନ୍ତି ଅନ୍ୟ କିଛି ବି ଖାଉ ନାହାନ୍ତି କି ପିଉ ନାହାନ୍ତି। ଆଶ୍ଚର୍ଯ୍ଯର ବିଷୟ ତାଙ୍କଠାରେ କୌଣସି ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତାଙ୍କର ଏଭଳି ସଉକକୁ ଦେଖି ସେ ଏବେ ’ଚାଏ ୱାଲି ଚାଚି’ ନାଁରେ ବେଶ୍ ଲୋକପ୍ରିୟ । ତାଙ୍କୁ ବହୁ ଲୋକ ଦେଖିବାକୁ ମଧ୍ୟ […]

କେବଳ ଚା’ ପିଇ ୩୦ ବର୍ଷ ଧରି ଜୀବିତ ଅଛନ୍ତି ଛତିଶଗଡ଼ର ୪୪ ବର୍ଷୀୟ ମହିଳା ପିଲ୍ଲୀ ଦେବୀ। ସେ କେବଳ ଚା’ ପିଉଛନ୍ତି ଅନ୍ୟ କିଛି ବି ଖାଉ ନାହାନ୍ତି କି ପିଉ ନାହାନ୍ତି। ଆଶ୍ଚର୍ଯ୍ଯର ବିଷୟ ତାଙ୍କଠାରେ କୌଣସି ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତାଙ୍କର ଏଭଳି ସଉକକୁ ଦେଖି ସେ ଏବେ ’ଚାଏ ୱାଲି ଚାଚି’ ନାଁରେ ବେଶ୍ ଲୋକପ୍ରିୟ । ତାଙ୍କୁ ବହୁ ଲୋକ ଦେଖିବାକୁ ମଧ୍ୟ ଆସୁଛନ୍ତି । ୩୩ ବର୍ଷ ହେବ ସେ ନିରବଚ୍ଛିନ୍ନ ଭାବେ ଚା’ ପାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

ପିଲ୍ଲୀଙ୍କ ବାପା କହନ୍ତି ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସେ ଖାଇବା ପିଇବା ଛାଡି ଦେଇଥିଲା । ଛୁଆବେଳେ ଚା’ ସହିତ ବିସ୍କୁଟ୍ ଓ ପାଉଁରୁଟି ଖାଉଥିଲେ ପିଲ୍ଲୀ । ସମୟକ୍ରମେ ସେତକ ବି ଛାଡି ଦେଲେ । ଅର୍ଥାତ୍ ବିସ୍କୁଟ୍ କି ବ୍ରେଡ୍ ନ ଖାଇ କେବଳ ପିଇଲେ ନାଲି ଚା’। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବାବଦରେ ଜାଣିବା ଲାଗି ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କଠାରେ କୌଣସି ଗୋଟିଏ ହେଲେ ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତେବେ ସେ ଆଦୌ ଘରୁ ବାହାରକୁ ବାହାରନ୍ତି ନାହିଁ, କେବଳ ଘରେ ଶିବଙ୍କୁ  ଆରାଧନା କରନ୍ତି।

ଆହୁରି ପଢ଼ନ୍ତୁ: ଚମକିବ ଚେହେରା: ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ 'ସନସ୍କ୍ରିନ୍', ଟ୍ୟାନ୍ ଦୂର କରିବାର ଏହି ୫ଟି ଘରୋଇ ଉପାୟ ଜାଣନ୍ତୁ

21 Feb 2021 By The Sakala

ଚା’ ପିଇ ୩୩ ବର୍ଷ

କେବଳ ଚା’ ପିଇ ୩୦ ବର୍ଷ ଧରି ଜୀବିତ ଅଛନ୍ତି ଛତିଶଗଡ଼ର ୪୪ ବର୍ଷୀୟ ମହିଳା ପିଲ୍ଲୀ ଦେବୀ। ସେ କେବଳ ଚା’ ପିଉଛନ୍ତି ଅନ୍ୟ କିଛି ବି ଖାଉ ନାହାନ୍ତି କି ପିଉ ନାହାନ୍ତି। ଆଶ୍ଚର୍ଯ୍ଯର ବିଷୟ ତାଙ୍କଠାରେ କୌଣସି ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତାଙ୍କର ଏଭଳି ସଉକକୁ ଦେଖି ସେ ଏବେ ’ଚାଏ ୱାଲି ଚାଚି’ ନାଁରେ ବେଶ୍ ଲୋକପ୍ରିୟ । ତାଙ୍କୁ ବହୁ ଲୋକ ଦେଖିବାକୁ ମଧ୍ୟ ଆସୁଛନ୍ତି । ୩୩ ବର୍ଷ ହେବ ସେ ନିରବଚ୍ଛିନ୍ନ ଭାବେ ଚା’ ପାନ କରୁଛନ୍ତି ।

ପିଲ୍ଲୀଙ୍କ ବାପା କହନ୍ତି ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସେ ଖାଇବା ପିଇବା ଛାଡି ଦେଇଥିଲା । ଛୁଆବେଳେ ଚା’ ସହିତ ବିସ୍କୁଟ୍ ଓ ପାଉଁରୁଟି ଖାଉଥିଲେ ପିଲ୍ଲୀ । ସମୟକ୍ରମେ ସେତକ ବି ଛାଡି ଦେଲେ । ଅର୍ଥାତ୍ ବିସ୍କୁଟ୍ କି ବ୍ରେଡ୍ ନ ଖାଇ କେବଳ ପିଇଲେ ନାଲି ଚା’। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବାବଦରେ ଜାଣିବା ଲାଗି ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କଠାରେ କୌଣସି ଗୋଟିଏ ହେଲେ ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତେବେ ସେ ଆଦୌ ଘରୁ ବାହାରକୁ ବାହାରନ୍ତି ନାହିଁ, କେବଳ ଘରେ ଶିବଙ୍କୁ  ଆରାଧନା କରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp