ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨କି.ମି

Madhusudan Das Picture
Published On

ଭୁବନେଶ୍ୱର: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ । ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨ କିଲୋମିଟର। ପିପିଲି ଟୋଲ୍ ଗେଟରୁ ପାଣ୍ଡରା ଛକ ପର୍ଯ୍ୟନ୍ତ ଖେଳାଇଲେ ଆତଙ୍କ। ଦୁଇଟି ସ୍କର୍ପିଓ ଓ ଦୁଇଟି ବାଇକରେ ଦୃର୍ବୁତ୍ତ କରିଥିଲେ ପିଛା। ଚାରିପଟୁ ଘେରି ଯୁବକ ଚଲାଉଥିବା କାରକୁ ହାଣି ଚାଲିଥିଲେ ପିଛା କରୁଥିବା ଦୃର୍ବୁତ୍ତ। ଘଟଣାରେ ଯୁବକ ଜଣକ ଆହତ ହୋଇଛନ୍ତି । ଆହତ ଯୁବକଜଣକ ହେଲେ ନଖରା ଅଞ୍ଚଳର ଜିତେନ୍ଦ୍ର ବେହେରା। ଭୟରେ ସହିଦ୍ ନଗର ଥାନା ଭିତରେ କାର୍ ପୁରାଇ ଦେଲେ ଆହତ ଜିତେନ୍ଦ୍ର। ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

27 Jan 2026 By Madhusudan Das

ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨କି.ମି

ଭୁବନେଶ୍ୱର: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ । ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ଭୟ ଓ ପତିଆରା ଜାହିର ପାଇଁ ପିଛା କଲେ ୨୨ କିଲୋମିଟର। ପିପିଲି ଟୋଲ୍ ଗେଟରୁ ପାଣ୍ଡରା ଛକ ପର୍ଯ୍ୟନ୍ତ ଖେଳାଇଲେ ଆତଙ୍କ। ଦୁଇଟି ସ୍କର୍ପିଓ ଓ ଦୁଇଟି ବାଇକରେ ଦୃର୍ବୁତ୍ତ କରିଥିଲେ ପିଛା। ଚାରିପଟୁ ଘେରି ଯୁବକ ଚଲାଉଥିବା କାରକୁ ହାଣି ଚାଲିଥିଲେ ପିଛା କରୁଥିବା ଦୃର୍ବୁତ୍ତ। ଘଟଣାରେ ଯୁବକ ଜଣକ ଆହତ ହୋଇଛନ୍ତି । ଆହତ ଯୁବକଜଣକ ହେଲେ ନଖରା ଅଞ୍ଚଳର ଜିତେନ୍ଦ୍ର ବେହେରା। ଭୟରେ ସହିଦ୍ ନଗର ଥାନା ଭିତରେ କାର୍ ପୁରାଇ ଦେଲେ ଆହତ ଜିତେନ୍ଦ୍ର। ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର