ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ, ଲୁଚିଗଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

Madhusudan Das Picture
Published On

କୋଣାର୍କ: ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିବା ବେଳେ କୁହୁଡି ଯୋଗୁଁ କୋଣାର୍କ କାରୁକାର୍ଯ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି ପର୍ଯ୍ୟଟକ । ଅଦୃଶ୍ୟ ହୋଇଯାଇଛି ତାର ସୂକ୍ଷ୍ମ କାରୁକାର୍ଯ୍ୟ। ରାସ୍ତା ଘାଟ ସହ କୋଣାର୍କର ସମଗ୍ର ଅଂଚଳ ଘନ କୁହୁଡିରେ ଅଦୃଶ୍ୟମାନ ହୋଇଯାଇଛି। ଯାହା ଫଳରେ ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତିକୁ ଅତି ନିକଟରୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

24 Nov 2025 By Madhusudan Das

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ, ଲୁଚିଗଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିବା ବେଳେ କୁହୁଡି ଯୋଗୁଁ କୋଣାର୍କ କାରୁକାର୍ଯ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି ପର୍ଯ୍ୟଟକ । ଅଦୃଶ୍ୟ ହୋଇଯାଇଛି ତାର ସୂକ୍ଷ୍ମ କାରୁକାର୍ଯ୍ୟ। ରାସ୍ତା ଘାଟ ସହ କୋଣାର୍କର ସମଗ୍ର ଅଂଚଳ ଘନ କୁହୁଡିରେ ଅଦୃଶ୍ୟମାନ ହୋଇଯାଇଛି। ଯାହା ଫଳରେ ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତିକୁ ଅତି ନିକଟରୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର