ସାବଧାନ! ରାଜଧାନୀରେ ମାତିଛନ୍ତି ପିଲା ଚୋର; ପୁଲିସ ଦ୍ୱାରା ଜଣେ ମହିଳା ଅପହରଣକାରି ଅଟକ

The Sakala Picture
Published On

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଜଣେ ମହିଳା ଅପହରଣକାରିକୁ ଅଟକ ରଖିଛି ପୁଲିସ । ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥବା ନେଇ ସୂଚନା ମିଳିଥିଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଲା ପୁଲିସ । ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାଇଁ ସେନେଇ ଖୋଳତାଡ଼ କରୁଛି ପୁଲିସ […]

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଜଣେ ମହିଳା ଅପହରଣକାରିକୁ ଅଟକ ରଖିଛି ପୁଲିସ । ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥବା ନେଇ ସୂଚନା ମିଳିଥିଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଲା ପୁଲିସ । ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାଇଁ ସେନେଇ ଖୋଳତାଡ଼ କରୁଛି ପୁଲିସ । ତେବେ କେଉଁଥିପାଇଁ ଛୁଆଟିକୁ ନେଇ ମହିଳା ଉଭାନ ହୋଇଯାଇଥିଲା ଏବଂ କାହିଁକି ଲୁଚାଇ ରଖିଥିଲା ସେନେଇ ମଧ୍ୟ ତଦନ୍ତ ଚାଲିଛି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଅନ୍ୟପଟେ ହାଇଦ୍ରାବାଦରୁ ଆସିଥିବା ମହିଳା ଏଠି କ’ଣ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳେଇଛି । ଏହା ଏକ ବଡ଼ ରାକେଟ ବୋଲି ପୁଲିସ କହୁଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଏହାର ପର୍ଦାଫାଶ ହେବ । ଗତକାଲି ଛୁଆ ଚୋରୀ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ ।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

03 Nov 2022 By The Sakala

ସାବଧାନ! ରାଜଧାନୀରେ ମାତିଛନ୍ତି ପିଲା ଚୋର; ପୁଲିସ ଦ୍ୱାରା ଜଣେ ମହିଳା ଅପହରଣକାରି ଅଟକ

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଜଣେ ମହିଳା ଅପହରଣକାରିକୁ ଅଟକ ରଖିଛି ପୁଲିସ । ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥବା ନେଇ ସୂଚନା ମିଳିଥିଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ ମଞ୍ଚେଶ୍ୱର ଅଞ୍ଚଳରୁ ଧରିଲା ପୁଲିସ । ଛୁଆ ଚୋରି ଗ୍ୟାଙ୍ଗରେ ମହିଳାଙ୍କ ସମ୍ପୃକ୍ତି ଅଛି କି ନାଇଁ ସେନେଇ ଖୋଳତାଡ଼ କରୁଛି ପୁଲିସ । ତେବେ କେଉଁଥିପାଇଁ ଛୁଆଟିକୁ ନେଇ ମହିଳା ଉଭାନ ହୋଇଯାଇଥିଲା ଏବଂ କାହିଁକି ଲୁଚାଇ ରଖିଥିଲା ସେନେଇ ମଧ୍ୟ ତଦନ୍ତ ଚାଲିଛି ।

ଅନ୍ୟପଟେ ହାଇଦ୍ରାବାଦରୁ ଆସିଥିବା ମହିଳା ଏଠି କ’ଣ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳେଇଛି । ଏହା ଏକ ବଡ଼ ରାକେଟ ବୋଲି ପୁଲିସ କହୁଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଏହାର ପର୍ଦାଫାଶ ହେବ । ଗତକାଲି ଛୁଆ ଚୋରୀ ନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର