ପ୍ରଶାସନର କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ, ପୋଲିସ ସହ ଧସ୍ତାଧସ୍ତି

Madhusudan Das Picture
Published On

ବ୍ରହ୍ମଗିରି: କେନାଲ ଖୋଳାକୁ ନେଇ ବିବାଦ । ଚଉଦ ମଉଜା କେନାଲ ଖୋଳାକୁ ନେଇ ବ୍ରହ୍ମଗିରିରେ ଉତ୍ତେଜନା । ପ୍ରଶାସନର କେନାଲ ଖୋଳାକୁ ବିରୋଧ କରିଛନ୍ତି ହରିଦାସ ଗାଁର ଗ୍ରାମବାସୀ । କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଗ୍ରାମର ଲୋକେ । ଚାଷୀଙ୍କୁ ଡରାଇ ଧମକାଇ  ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବା ବେଳେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୨୦ ପ୍ଲାଟୁନ ପୋଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରସାଶନର ଏଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନକରି ଏବେ ପ୍ରଶାସନ ବଳପ୍ରୟୋଗ କରି କେନାଲକୁ ଖୋଳୁଛି,  ତାହା ଠିକ ନୁହଁ ବୋଲି କହିଛନ୍ତି ଅଞ୍ଚଳବାସିନ୍ଦା ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

15 Dec 2025 By Madhusudan Das

ପ୍ରଶାସନର କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ, ପୋଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: କେନାଲ ଖୋଳାକୁ ନେଇ ବିବାଦ । ଚଉଦ ମଉଜା କେନାଲ ଖୋଳାକୁ ନେଇ ବ୍ରହ୍ମଗିରିରେ ଉତ୍ତେଜନା । ପ୍ରଶାସନର କେନାଲ ଖୋଳାକୁ ବିରୋଧ କରିଛନ୍ତି ହରିଦାସ ଗାଁର ଗ୍ରାମବାସୀ । କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଗ୍ରାମର ଲୋକେ । ଚାଷୀଙ୍କୁ ଡରାଇ ଧମକାଇ  ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବା ବେଳେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୨୦ ପ୍ଲାଟୁନ ପୋଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରସାଶନର ଏଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନକରି ଏବେ ପ୍ରଶାସନ ବଳପ୍ରୟୋଗ କରି କେନାଲକୁ ଖୋଳୁଛି,  ତାହା ଠିକ ନୁହଁ ବୋଲି କହିଛନ୍ତି ଅଞ୍ଚଳବାସିନ୍ଦା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର