ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Madhusudan Das Picture
Published On

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ । ମୃତ୍ୟୁବରଣ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର । ମୃତ ଛାତ୍ରଙ୍କ ନାଁ ଅନ୍ତର୍ଯ୍ୟାମୀ ପ୍ରିୟାନ୍ସୁ ସାହୁ, ଘର ବାଙ୍କୀ । କଲେଜ କ୍ୟାମ୍ପସରୁ ତାଙ୍କର ମୃତଦେହ ମିଳିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। କିନ୍ତୁ ପରିବାର ଲୋକେ ପହଁଚି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେପଟେ ଅଭିଯୋଗ ପାଇବା ମାତ୍ରେ ସ୍ଥାନୀୟ ପୋଲିସ କଲେଜରେ ପହଁଚିବା ସହିତ ଅଧିକ ପଚରାଉଚରା ଜାରି ରଖିଛି । କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ଠାରୁ ପୁରା କେସ ସମ୍ପର୍କରେ ପଚାରି ବୁଝିଛି । ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିଛି । ସେପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। 

ଆହୁରି ପଢ଼ନ୍ତୁ: ଜାମଖାନୀ ଏବଂ ଘୋଘରପଲ୍ଲୀରେ ଗ୍ରୀଷ୍ମ ଶିବିରରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରିଛି ବେଦାନ୍ତ ଆଲୁମିନିୟମ

26 Jun 2026 By Madhusudan Das

ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ । ମୃତ୍ୟୁବରଣ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର । ମୃତ ଛାତ୍ରଙ୍କ ନାଁ ଅନ୍ତର୍ଯ୍ୟାମୀ ପ୍ରିୟାନ୍ସୁ ସାହୁ, ଘର ବାଙ୍କୀ । କଲେଜ କ୍ୟାମ୍ପସରୁ ତାଙ୍କର ମୃତଦେହ ମିଳିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। କିନ୍ତୁ ପରିବାର ଲୋକେ ପହଁଚି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେପଟେ ଅଭିଯୋଗ ପାଇବା ମାତ୍ରେ ସ୍ଥାନୀୟ ପୋଲିସ କଲେଜରେ ପହଁଚିବା ସହିତ ଅଧିକ ପଚରାଉଚରା ଜାରି ରଖିଛି । କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ଠାରୁ ପୁରା କେସ ସମ୍ପର୍କରେ ପଚାରି ବୁଝିଛି । ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିଛି । ସେପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର