ଲୋକାର୍ପିତ ହେବାକୁ ଥିବା ସ୍ମାର୍ଟ ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କଲେ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ

The Sakala Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗ୍ରାମପଞ୍ଚାୟତ ସାନସୀମା ସ୍କୁଲକୁ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଶୁକ୍ରବାର ଦିନ ବୁଲି ଦେଖିଛନ୍ତି । ଦୁଇଦିନ ମଧ୍ୟରେ ଉକ୍ତ ଅତ୍ୟାଧୁନିକ ଉଚ୍ଚବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାକୁ ଥିବା ଜଣାପଡିଛି । ତେଣୁ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଉନ୍ନତି କର୍ମକୁ ତଦାରଖ କରିଥିଲେ। ସାଥିରେ କୃଷ୍ଣପ୍ରସାଦ ବିଡ଼ିଓ ମନୋଜ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାମନ୍ତରାୟ, ବ୍ଲକ ସିକ୍ଷାଅଧିକାରି […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗ୍ରାମପଞ୍ଚାୟତ ସାନସୀମା ସ୍କୁଲକୁ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଶୁକ୍ରବାର ଦିନ ବୁଲି ଦେଖିଛନ୍ତି । ଦୁଇଦିନ ମଧ୍ୟରେ ଉକ୍ତ ଅତ୍ୟାଧୁନିକ ଉଚ୍ଚବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାକୁ ଥିବା ଜଣାପଡିଛି । ତେଣୁ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଉନ୍ନତି କର୍ମକୁ ତଦାରଖ କରିଥିଲେ। ସାଥିରେ କୃଷ୍ଣପ୍ରସାଦ ବିଡ଼ିଓ ମନୋଜ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାମନ୍ତରାୟ, ବ୍ଲକ ସିକ୍ଷାଅଧିକାରି ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଧର ସାହୁ ଜିଲ୍ଲା ପରିଷଦ ପ୍ରଭାତି ପ୍ରଧାନ,ବିଜୁ ଯୁବ ଛାତ୍ର ସଙ୍ଗଠନର ସଭାପତି ସାନ୍ତନୁ ମାଝୀ, ସିଆଣ୍ଡି ଗ୍ରାମପଞ୍ଚାୟତର କାର୍ଯ୍ୟରତ ସମିତି ସଭ୍ୟା ରୀନାରାଣୀ ତରେଇ,ହେମନ୍ତ କୁମାର ଜେନା,ବିଜୟ କୁମାର ତରେଇ, ରାମଚନ୍ଦ୍ର ବିଶ୍ବାଳ ,କାର୍ଯ୍ୟରତ ସରପଞ୍ଚ ଅଜୟ କୁମାର ପଲେଇ ସାନସୀମା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଦାଶ ଏବଂ ସଂହାରି ଶିକ୍ଷକ ଅଜିତ୍ କୁମାର ବାରିକି,ନବକିଶ୍ଵର ବାରିକି,ବିପ୍ରବର ତରେଇ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

Vice President of the State Planning Board oversaw the construction of the smart school to be inaugurated

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

19 Nov 2021 By The Sakala

ଲୋକାର୍ପିତ ହେବାକୁ ଥିବା ସ୍ମାର୍ଟ ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କଲେ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗ୍ରାମପଞ୍ଚାୟତ ସାନସୀମା ସ୍କୁଲକୁ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଶୁକ୍ରବାର ଦିନ ବୁଲି ଦେଖିଛନ୍ତି । ଦୁଇଦିନ ମଧ୍ୟରେ ଉକ୍ତ ଅତ୍ୟାଧୁନିକ ଉଚ୍ଚବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାକୁ ଥିବା ଜଣାପଡିଛି । ତେଣୁ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଉନ୍ନତି କର୍ମକୁ ତଦାରଖ କରିଥିଲେ। ସାଥିରେ କୃଷ୍ଣପ୍ରସାଦ ବିଡ଼ିଓ ମନୋଜ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାମନ୍ତରାୟ, ବ୍ଲକ ସିକ୍ଷାଅଧିକାରି ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଧର ସାହୁ ଜିଲ୍ଲା ପରିଷଦ ପ୍ରଭାତି ପ୍ରଧାନ,ବିଜୁ ଯୁବ ଛାତ୍ର ସଙ୍ଗଠନର ସଭାପତି ସାନ୍ତନୁ ମାଝୀ, ସିଆଣ୍ଡି ଗ୍ରାମପଞ୍ଚାୟତର କାର୍ଯ୍ୟରତ ସମିତି ସଭ୍ୟା ରୀନାରାଣୀ ତରେଇ,ହେମନ୍ତ କୁମାର ଜେନା,ବିଜୟ କୁମାର ତରେଇ, ରାମଚନ୍ଦ୍ର ବିଶ୍ବାଳ ,କାର୍ଯ୍ୟରତ ସରପଞ୍ଚ ଅଜୟ କୁମାର ପଲେଇ ସାନସୀମା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଦାଶ ଏବଂ ସଂହାରି ଶିକ୍ଷକ ଅଜିତ୍ କୁମାର ବାରିକି,ନବକିଶ୍ଵର ବାରିକି,ବିପ୍ରବର ତରେଇ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି ।

Vice President of the State Planning Board oversaw the construction of the smart school to be inaugurated

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର