ଟ୍ରକ୍‌କୁ ପଛରୁ ପିଟିଲା କାର୍‌; ୨ ମୃତ ଓ ଜଣେ ଗୁରୁତର

Madhusudan Das Picture
Published On

ଅନୁଗୁଳ: ଟ୍ରକ ପଛରେ ପିଟିହେଲା କାର୍ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜରପଡ଼ା ଥାନା ମରାତିରା ଛକ ନିକଟରେ ଶୁକ୍ରବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୃତକ ହେଲେ କନ୍ଦରସିଂହା ଗ୍ରାମର ଆମିତ୍ ସାହୁ(୩୦) ଓ ତାଳଚେରର ବିସ୍ମୟ ଦାସ(୨୯) । ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

21 Feb 2026 By Madhusudan Das

ଟ୍ରକ୍‌କୁ ପଛରୁ ପିଟିଲା କାର୍‌; ୨ ମୃତ ଓ ଜଣେ ଗୁରୁତର

ଅନୁଗୁଳ: ଟ୍ରକ ପଛରେ ପିଟିହେଲା କାର୍ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜରପଡ଼ା ଥାନା ମରାତିରା ଛକ ନିକଟରେ ଶୁକ୍ରବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୃତକ ହେଲେ କନ୍ଦରସିଂହା ଗ୍ରାମର ଆମିତ୍ ସାହୁ(୩୦) ଓ ତାଳଚେରର ବିସ୍ମୟ ଦାସ(୨୯) । ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର